Browsing Tag

heat wave

ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି: ୭ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି, ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !

ଭୁବନେଶ୍ବର(କେନ୍ୟୁଜ): ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୫ଡିଗ୍ରୀ ପାର୍‌…

ଗୁଜରାଟ ପଟୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ଯରେ ବଢ଼ୁଛି ତାତି, ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ…

ଭୁବନେଶ୍ବର(କେନ୍ୟୁଜ୍‌): ଡେଉଁଛି ପାରଦ । ବଢୁଛି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୧୩ ତାରିଖ ଯାଏ ନିସ୍ତାର ନାହିଁ । ଗୁଜରାଟ ପଟୁ ପ୍ରଭାବିତ ଶୁସ୍କ ବାୟୁ ପ୍ରଭାବରେ ତାତି ବଢ଼ୁଛି । ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ…

ଆଜି ୧୯ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା, ଆଗାମୀ ୨ ଦିନ ପାଇଁ ତାତିରୁ ତ୍ରାହି ନାହିଁ

କେନ୍ୟୁଜ୍(ବ୍ୟୁରୋ):  ଡେଉଁଛି ପାରଦ । ବଢୁଛି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ଖରା ସହ ଗୁଳୁଗୁଳି । ଆଜି ୧୯ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ୪୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର । ଆଗାମୀ ୨ ଦିନ ପାଇଁ ତାତିରୁ ତ୍ରାହି ନାହିଁ ।…

ଆକାଶରୁ ହେଉଛି ଅଗ୍ନିବର୍ଷା, ରାଜ୍ୟରେ ଆହୁରି ବଢ଼ିବ ଦିନର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପୁଣି ଫେରିଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନିବର୍ଷା ହେଉଛି । ଅସହ୍ୟ ତାତି ସହ ଛଟପଟ କରୁଛି ଗୁଳୁଗୁଳି । କାଲିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୮ରୁ ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ…

କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି

ଭୁବନେଶ୍ବର(କେନ୍ୟୁଜ୍‌): କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ। ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି। ଓଡ଼ିଶା ପାଇଁ ପାଗ ଅନୁକୂଳ ହେଉନାହିଁ। ଫଳରେ ତାତିରୁ ନିସ୍ତାର ମିଳୁନି। ଆସନ୍ତା ୩ ଦିନ ଯାଏ ଆହୁରି ଜାରି ରହିବ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୪…

ପାରଦ ୪୫ ଡିଗ୍ରୀ ମୁହାଁ, ହନ୍ତସନ୍ତ କରୁଛି ଗୁଳୁଗୁଳି: ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌

ଭୁବନେଶ୍ବର(କେନ୍ୟୁଜ୍‌): ତାତିରୁ ମିଳୁନି ନିସ୍ତାର। ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ମୁହାଁ । ଗୁଳୁଗୁଳି ବି ନୟାନ୍ତ କରୁଛି। ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି। ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌। ଗତକାଲି ୧୫ଟି ସ୍ଥାନରେ…

ପଶ୍ଚିମ ଓଡ଼ିଶାକୁ ଫେରିଲା ତାତି, ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼

କେନ୍ୟୁଜ୍(ବ୍ୟୁରୋ): ତାତିରୁ ମିଳୁନି ନିସ୍ତାର। ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର। ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼। ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ…

ଆହୁରି ୫ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ୧୨ଟି ସହରର ତାମପାତ୍ରା

ଭୁବନେଶ୍ବର(କେନ୍ୟୁଜ୍‌): ଆହୁରି ୫ ଦିନ କଲବଲ କରିବ ତାତି। ରାଜ୍ୟରେ ଏବେ ଗରମ, ଗୁଳୁଗୁଳି ଜାରି ରହିଛି। ଗତକାଲି ୧୨ଟି ସହରର ତାମପାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

ବଢୁଛି ପାରଦ, ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା: ସକାଳୁ ସକାଳୁ ଜଳିଗଲା ଭଳି ଲାଗୁଛି ଦେହହାତ

ଭୁବନେଶ୍ବର(କେନ୍ୟୁଜ) : ରାଜ୍ୟକୁ ପୁଣି ଫେରିଛି ତାତି । ବଢୁଛି ପାରଦ । ଜାରି ରହିଛି ଗ୍ରୀଷ୍ମଲହରି । ବିଭିନ୍ନ ଜିଲ୍ଲାରେ ଦିନର ତାପମାତ୍ରା ବଢିଛି । ଦୁଇ ଦିନ ହେବ ଦିନର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିଛି । ସକାଳୁ ସକାଳୁ ଜଳିଗଲା ଭଳି ଲାଗୁଛି ଦେହହାତ । ଆକାଶରୁ ଖସୁଛି…

ପଶ୍ଚିମାଝଡ କରୁଛି କଲବଲ୍, ଓଡ଼ିଶାକୁ ପୁଣି ଲେଉଟିଲା ତାତି

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ପୁଣି ପଶ୍ଚିମାଝଡର ପ୍ରଭାବ । ପଶ୍ଚିମାଝଡ ପ୍ରଭାବରେ ପୁନର୍ବାର ଓଡ଼ିଶାକୁ ଲେଉଟିଲା ତାତି। କେବଳ ତାତି ନୁହେଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଆଜି  ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ ୫ ସହର ୪୩ ଡିଗ୍ରୀ ଉପରେ । ଆଗକୁ ଆହୁରି ଦୁଇ…

ଆଜି ପାଇଁ ୧୫ଟି ଜିଲ୍ଲାରେ କାଳବୈଶାଖି ସମ୍ଭାବନା, ୨୨ରୁ ପୁଣି ରାଜ୍ୟକୁ ଫେରିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର(କେନ୍ୟୁଜ୍‌): ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ୩ ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ବାତ୍ୟା ଅସାନି ଯୋଗୁ କିଛି ସ୍ଥାନରେ ତାପମାତ୍ରା ତଳମୁହାଁ ହୋଇ ରହିବ । ୨୨ରୁ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ…

ରାଜଧାନୀରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲକା ବର୍ଷା, ଆଜିଠୁ ନାହିଁ ହିଟୱେଭ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ):ରାଜ୍ୟରେ ବଦଳିଲା ପାଗର ମିଜାଜ। ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ସକ୍ରିୟ ହେଲା କାଳବୈଶାଖୀ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ଖସିବ ଦିନର…