ଟ୍ବିନସିଟିରେ ଘନ କୁହୁଡ଼ି ଆସ୍ତରଣ, ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ
ଭୁବନେଶ୍ୱର : ବଦଳିଲା ପାଣିପାଗର ମିଜାଜ । କମିଲା ଶୀତ, ବଢିଲା ତାତି । ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆସ୍ତରଣ। ପ୍ରବଳ କହୁଡି ପାଇଁ ଟ୍ବିନସିଟିରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୫୦ ମିଟର ଦୂରତା…