Browsing Tag

helping hand

ବାସହୀନଙ୍କୁ ପକ୍କାଘର ଦେଇ ଚର୍ଚ୍ଚାରେ ବିଞ୍ଝାରପୁରର ଭରତ, ଗରିବଙ୍କ ମୁହଁରେ ଫୁଟାଉଛନ୍ତି ହସ

ମାନବ ସେବା ହିଁ ମାଧବ ସେବା । ଏହି ଅର୍ଥକୁ ପ୍ରକୃତ କାର୍ଯ୍ୟରେ କରି ଦେଖାଇଛନ୍ତି ଭରତ ବାଇ । ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବାସହୀନଙ୍କୁ ଯୋଗାଇ ଦେଉଛନ୍ତି ଆବାସ । ନିଜେ ଭଡ଼ା ଘରେ ରହି ବାସହୀନ ଲୋକଙ୍କ ପାଇଁ ତିଆରି କରୁଛନ୍ତି ପକ୍କାଘର । ଗୋଟିଏ କି ଦୁଇଟି ନୁହଁ ଆଜି…

ଅନାଥ ଝିଅକୁ ଦେଖି ନିଜକୁ ରୋକି ପାରିଲେନି ଯୁବ ନେତା ଅଜିତ, ଦେଲେ ଆର୍ଥିକ ସହାୟତା

ପ୍ରଥମେ ମା’ ଛାଡ଼ି ଚାଲିଗଲା । ଆଉ ତା ପରେ ପରେ ବାପା । ଏବେ ଅନାଥ ହୋଇଯାଇଛି କୁନି ଝିଅ । ବାସହରା ହୋଇ ନିଜ ବଡ଼ ବାପାଙ୍କ ଘରେ ରହୁଛି । ଗରିବ ପରିବାର ଏମାନେ । ନିଜ ପାଇଁ ଖାଇବାକୁ ଦି ଓଳି ଦି ମୁଠା ମିଳିବା ବଡ଼ କଷ୍ଟ । ଆଉ ଏଇ ଝିଅର ଦାୟିତ୍ବ ସେମାନେ ନେବେ ବା କେମିତି ? ତାର ଏଭଳି…

ପ୍ରକୃତରେ ଏମାନେ ହିଁ ବିପଦ ସମୟର ବନ୍ଧୁ, ଅନ୍ୟମାନଙ୍କୁ ପ୍ରେରଣା ଦେବ ଏମାନଙ୍କ କାର୍ଯ୍ୟ

ଭଞ୍ଜନଗର: କେତେବେଳେ, ଭରା ନଈ ପାର ହୋଇ ଟାଣି ଟାଣି ନେଉଛନ୍ତି ତ, ଆଉ କେତେବେଳେ ଉପାନ୍ତ ଅଞ୍ଚଳରୁ । ପୁଣି କେତେବେଳେ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରୁ ତ’ ଆଉ କେତେବେଳେ ରାସ୍ତାକଡ ପାନ୍ଥଶାଳାରୁ ଉଦ୍ଧାର କରି ଗାଡ଼ିରେ ବସାଉଛନ୍ତି । ବଡ ଅଜବ ଲାଗୁଥିଲା, ଏଦୃଶ୍ୟ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ…

ଦିବ୍ୟାଙ୍ଗ ଜଗାଙ୍କୁ ମିଳିଲା ସାହାଯ୍ୟ, ଏବେ ମାସିକ ୫ ହଜାର ଟଙ୍କା ଆଗାମୀ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ

ଝାଟି ମାଟିର କୁଡ଼ିଆ ଘରେ ରୁହନ୍ତି ଦିବ୍ୟାଙ୍ଗ ଜଗା । ପ୍ରେମ କରି ବିବାହ କରିଥିଲେ । ବହୁ କଷ୍ଟରେ ସ୍ୱାମୀ ସ୍ତ୍ରୀ ଦିନ କାଟୁଥିଲେ । ଏହାରି ଭିତରେ ଘରକୁ ଆସିଲା କୁନି ଅତିଥି । ଏକ ପୁତ୍ର ସନ୍ତାନର ଅଧିକାରୀ ହେଲେ ଜଗା ଏବଂ ତାଙ୍କ ସ୍ତ୍ରୀ । ଧିରେ ଧିରେ ପୁଅ ବଢ଼ିବାରେ ଲାଗିଲା । ପୁଅର ପାଠ…

ସବୁ ପାରିବ ଏଇ ମଣିଷ, ଅମଙ୍ଗ ଲୋକଙ୍କୁ ସ୍ଥାନାନ୍ତର କଲେ ଆଉ ଅସହାୟଙ୍କୁ କାନ୍ଧରେ ବୋହିଲେ ଥାନା ଅଧିକାରୀ

ରାଜନଗର (କେନ୍ୟୁଜ୍‌) : ଆସିଲା, ଡରାଇଲା ଆଉ ଚାଲିଗଲା ବାତ୍ୟା ‘ୟସ୍‌’ । ହେଲେ ତାରି ଭିତରେ ଅନେକ କଥା ଦେଖିବାକୁ ମିଳିଲା । ବାତ୍ୟାର ତାଣ୍ଡବ, ବିପର୍ଯ୍ୟୟ ଆଉ ମାନବିକତା । ପ୍ରକୃତିର କୋପକୁ ସିନା ରୋକି ହେବ ନାହିଁ ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଲେ ଅନ୍ତତଃ ବିପର୍ଯ୍ୟୟ ଓ ବିପଦକୁ…

ଏକୁଟିଆ ଥିବା ବରିଷ୍ଠ ନାଗରିକଙ୍କ ଘରେ ଔଷଧ ପହଞ୍ଚାଇ ଦେଉଛି ଯାଜପୁର ପୋଲିସ୍‌

ଯାଜପୁର ଟାଉନ୍‌ (କେ କ୍ୟୁଜ୍‌) : ଘରେ ଏକୁଟିଆ ଅଛନ୍ତି କି ଆଉ କିଛି ଔଷଧ ଦରକାର କରୁଛନ୍ତି କି? ତେବେ ଚିନ୍ତା କରନ୍ତୁ ନାହିଁ ପୋଲିସ ଆପଣଙ୍କ ଘରେ ପହଞ୍ଚାଇ ଦେବ ଔଷଧ। ଏଭଳି ଏକ ଲୋକାଭିମୁଖୀ ଏବଂ ଜନହିତକର ସେବା ଆରମ୍ଭ କରିଛି ଯାଜପୁର ଜିଲ୍ଲା ପୋଲିସ । ଜିଲ୍ଲାର ଯାଜପୁର ଓ ବ୍ୟାସନଗର…

କାଲିମେଳା : ରାକ୍ଷୀଙ୍କୁ ସହାୟତା ଦେଲା ପ୍ରଶାସନ, ତହସିଲଦାର ପହଞ୍ଚିଲେ ଘରେ

କାଲିମେଳା (କେ ନ୍ୟୁଜ୍‌) : ‘ଆଖି ଲୁହରେ ଭିଜୁଛି ରାକ୍ଷୀର ଜୀବନ’। ଏହି ଖବର କେ ନ୍ୟୁଜ୍‌ରେ ପ୍ରସାରଣ ପରେ ସହାୟତାର ହାତ ବଢ଼ିଛି ଦୁଇ ଅନାଥ ଭାଇ ଭଉଣୀଙ୍କ ପାଇଁ । ମାଲକାନଗିରି କାଲିମେଳା ତହସିଲଦାର ଏମ୍‌. ପି. ଭି-୮୩ ଗ୍ରାମର ରାକ୍ଷୀ ସରକାର ଓ ତାଙ୍କ ସାନ ଭାଇକୁ ଚଳିବା ପାଇଁ…

ଆଉ ଅସହାୟ ରହିବ ନାହିଁ ମାଲକାନଗିରିର କୁନିଙ୍କ ପରିବାର, ସହାୟତା ଦେଲେ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ…

ମାଲକାନଗିରି (କେ ନ୍ୟୁଜ୍‌) : ପୁଣି ଥରେ ମାନବିକତାର ନିଦର୍ଶନ ଦେଖାଇଛନ୍ତି କିସ୍‌ ଫାଉଣ୍ଡେସନ୍‌ ଏବଂ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଅଭିଯୋଗ ହୋଇଛି ଯେ ଦାରିଦ୍ର୍ୟ ଯୋଗୁଁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ସପ୍ତଧାରା ଗ୍ରାମର ସୋମନାଥ ଖିଲ ଆତ୍ମହତ୍ୟା କରିଛନ୍ତି । ଏହାପରେ…

ଲକ୍‌ଡାଉନ୍‌ରେ ପ୍ରାଣୀ ସେବା, କେଉଁଠି ମଣିଷଙ୍କୁ ଆଉ କେଉଁଠି ପଶୁଙ୍କୁ ଦିଆଯାଉଛି ଖାଦ୍ୟ

ଢେଙ୍କାନଳ : ଢେଙ୍କାନାଳରେ ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଖାଁ ଖାଁ ରହିଚି। ମଠ ମନ୍ଦିର ବନ୍ଦ ଯୋଗୁଁ ବୁଲା ଗୋରୁଗାଈ, ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟର ଅଭାବକୁ ନଜରରେ ରଖି ବଜରଙ୍ଗ କ୍ଲବ ପକ୍ଷରୁ ପୌର ପରିଷଦ ସହାୟତାରେ ଆଖପାଖ ଅଞ୍ଚଳରେ ରହୁଥିବା ବୁଲା ଗାଈଗୋରୁ,…