Browsing Tag

Heta tiger

ତୋୟାପୁଟ ଅଞ୍ଚଳରେ କୋକୁଆ ଭୟ: ମାତିଛି ମହାବଳ ବାଘ ,ଚିହ୍ନଟ ହେଲା ଗତିବିଧି

କୋରପୁଟ (କେନ୍ୟୁଜ): ହେଟା ବାଘ ଆତଙ୍କ। କୋରପୁଟ ଲକ୍ଷ୍ମୀପୁର ବ୍ଲକ ତୟାପୁଟ-ଚମ୍ପି ଗାଁ ନିକଟରେ ବୁଲୁଛି ହେଟା ବାଘ। କିମାଝୋଲା ଜଙ୍ଗଲରେ ବାଘ ଥିବାରୁ ଆତଙ୍କିତ ହୋଇ ରହିଛନ୍ତି ସ୍ଥାନୀୟ ଲୋକ। ଗତକାଲି ରାତିରେ ବାଘଟି ରାସ୍ତା ଉପରେ ବୁଲୁଥିବା ଦେଖି ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ।…

ମାହାଙ୍ଗା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ହେଟା ବାଘ ଆତଙ୍କ, କାବୁ କରିବାରେ ବନବିଭାଗ ବିଫଳ

ମାହାଙ୍ଗା (କେନ୍ଯୁଜ୍): ହେଟା ବାଘ ଆତଙ୍କ । ବାଘକୁ କାବୁ କରିବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ଗତ କିଛି ଦିନ ହେବ ଏହି ହେଟା ବାଘ ଆତଙ୍କ ସୃଷ୍ଟି କରିଛି । କୁହୁଣ୍ଡା, ମୂଳବସନ୍ତ, ମଧୁପୁର, ବାସୁଦେବପୁର,…

ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ

ନିଆଳି: ଟ୍ରକ୍ ଧକ୍କାରେ ହେଟା ବାଘର ମୃତ୍ୟୁ । ଫୁଲନଖରା ନିଆଳି ରାସ୍ତାର ବ୍ରାହ୍ମଣ ଝରିଲୋ ବଜାର ନିକଟରେ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣାରେ ହେଟାର ମୃତ୍ୟୁ ଘଟିଛି । ଏକ ମାଲ ବୋଝେଇ ଟ୍ରକ୍ ନିଆଳି ଆଡୁ ଫୁଲନଖରା ଆଡକୁ ଦୃତ ଗତିରେ ଆସୁଥିବା ବେଳେ ହଠାତ୍ ହେଟା ବାଘଟି ରାସ୍ତା ପାର…