Mahanadi: ମହାନଦୀରେ ମଧ୍ୟମ ବନ୍ୟା, ୫ ଜିଲ୍ଲାକୁ ହାଇଆଲର୍ଟ
ଭୁବନେଶ୍ବର: ମହାନଦୀରେ ମଧ୍ୟମ ବନ୍ୟା ସ୍ଥିତି । ୫ ଜିଲ୍ଲାକୁ ହାଇଆଲର୍ଟ। ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯…