Browsing Tag

high alert in delhi

କେରଳ ବିସ୍ଫୋରଣ ପରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ; ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯିବ କଡ଼ା ନଜର

କେରଳରେ ବୋମା ବିସ୍ଫୋରଣ ପରେ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶର ଲ’ ଆଣ୍ଡ୍‌ ଅର୍ଡର ଡିଜି ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରିଛନ୍ତି। ୟୁପି ଏଟିଏସକୁ ମଧ୍ୟ ସତର୍କ ରହିବାକୁ ଆଦେଶ ଦିଆଯାଇଛି ଏବଂ ଗତ କିଛି ଦିନ ମଧ୍ୟରେ…

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ: ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ହାଇ ଆଲର୍ଟ

ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟକୁ ଶୁକ୍ରବାର ହାଇ ଆଲର୍ଟରେ ରଖାଯାଇଛି। ସୁରକ୍ଷା ଏଜେନ୍ସି ତରଫରୁ ସମ୍ଭାବ୍ୟ ଅସାମାଜିକ କାର୍ଯ୍ୟକଳାପ ବିଷୟରେ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା…

ଦିଲ୍ଲୀରେ ଆଲର୍ଟ ! ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ, ମାର୍କେଟକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଲର୍ଟ। ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ ଦିଲ୍ଲୀ। କିଛି ମାର୍କେଟକୁ ବୋମାରେ ଉଡାଇବାକୁ ଧମକ। ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ। ତେହେରିକ ଇ ତାଲିବନ ଆତଙ୍କୀ ସଂଗଠନରୁ ମିଳିଛି ଧମକ। ୟୁପି ପୋଲିସ ଏହି ଇ-ମେଲ୍‌କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର…

ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ଗତ ୨ମାସ ଧରି ଦିଲ୍ଲୀ ଟାର୍ଗେଟରେ ରହିଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ୨୦ହଜାରରୁ ଅଧିକ ଫୋର୍ସଙ୍କ ହାତରେ ରହିଛି ସୁରକ୍ଷା ଦାୟିତ୍ୱ।…