Below header
Browsing Tag

highest temperature

ଟ୍ୱିନ୍ ସିଟିକୁ ରେଡ ଆଲର୍ଟ: ଭୁବନେଶ୍ୱରରେ ସାଢେ ୧୧ଟା ସୁଦ୍ଧା ପାରଦ ୪୧.୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ):  ୪ଦିନ ରେଡ ୱାର୍ଣ୍ଣିଂ । ଟ୍ୱିନ୍ ସିଟିକୁ ରେଡ ଆଲର୍ଟ । ଆଜି ପାଇଁ ଭୁବନେଶ୍ୱର ଓ କଟକକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱରରେ ସାଢେ ୧୧ଟା ସୁଦ୍ଧା ପାରଦ ୪୧ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି । ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ…

ସିଝୁଛି ଓଡ଼ିଶା: ଦିନ ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ତ୍ରାହି । ଗରମ କଡ଼େଇରେ ସିଝୁଛି ଓଡ଼ିଶା । ସକାଳୁ ସକାଳୁ ଖରା ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ୧୧ଟା ୩୦ ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଦିନ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ…

ଟକମକ ତାତିରେ ଫୁଟୁଛି ରାଜ୍ୟ, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୦ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ):  ସୂର୍ଯ୍ୟତାପରେ ଜଳୁଛି ସାରା ଓଡ଼ିଶା । ଟକମକ ତାତିରେ ଫୁଟୁଛି ଗାଁଠୁ ସହର । ଦିନ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ପାଲଟିଛି ବାଲେଶ୍ବର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୯, ଚାନ୍ଦବାଲିରେେ ୩୯.୪,ଝାରସୁଗୁଡାରେ ୩୮.୮ ଓ…

ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା, ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିଲା କଡେଇରେ ଭାଜି ହେଉଛି ରାଜ୍ୟ । ଜଳୁଛି ଓଡ଼ିଶା। ରାଜଧାନୀ ଭୁବନେଶ୍ବରରେ ବି ଅସମ୍ଭାଳ ତାତି। ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୨୫ ସହରର ତାପମାତ୍ରା । ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା…

ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ୧୧ଟା ୩୦ ସୁଦ୍ଧା ଜଳିଲାଣି ରାଜଧାନୀ ।  ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।  କେନ୍ଦୁଝରରେ ୩୯.୨, ବାଲେଶ୍ବର ୩୮, ଝାରସୁଗୁଡ଼ା ୩୮ , ରାଉରକେଲା ୩୭.୮, ଚାନ୍ଦବାଲି ୩୭.୪ ଓ ସମ୍ବଲପୁର ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି…

ବର୍ଷା ପରେ ଉପରମୁହାଁ ହେବ ପାରଦ, ଆଗାମୀ ୩ ଦିନରେ ୮ରୁ ୧୦ ଡିଗ୍ରୀ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବଢିବ ତାତି । ଉପରମୁହାଁ ହେବ ପାରଦ । ୩ଦିନ ଲଗାଣ ବର୍ଷା ପରେ ଆଜିଠୁ ପାଗ ଫିଟିଛି । ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏ ବୃଦ୍ଧି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶାରେ…

ଆହୁରି ୩ ଦିନ ଖରା: ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୩ ଟପିଲା

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଭୀଷଣ ଗ୍ରୀଷ୍ମ ଲହରି । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ ଅଧିକ ରହିବ । ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ…

ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ, ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଡେଇଁଲା ପାରା

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ଦିନ ବଢ଼ିବା ସହ ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ସକାଳୁ ସକାଳୁ ତାତି ଅସମ୍ଭାଳ ହେଉଛି । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୮ ଡିଗ୍ରୀ…

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା : ୪୪.୫ ଡିଗ୍ରୀ ସହ ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ, ରାଜ୍ୟର ୨୪ ସହରର…

ଭୁବନେଶ୍ୱର(କେନ୍ୟୁଜ୍): ଅସମ୍ଭାଳ ତାତି, ଜନଜୀବନ ଅସ୍ତବ୍ୟସ୍ତ । ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ସେଲସିୟସ ଉପରେ ୪ ଟି ସହରର ତାପମାତ୍ରା ରହିଛି । ୪୦ ଉପରେ ୨୪ ସହରର ପାରଦ । ରାଜ୍ୟର ୨୪ ସହରରେ ଦିନର ତାତି ୪୦…