ଧିରେ ଧିରେ ହଜିଯାଉଛି ଚକୁଳିଆ ପଣ୍ଡାଙ୍କ ବୃତ୍ତି, ଜାଣନ୍ତୁ କିମ୍ବଦନ୍ତୀ
କଣିହାଁ: ପୂର୍ବରୁ ଚକୁଳିଆ ପଣ୍ଡାମାନେ ଯେଉଁଭଳି ଗାଁ ଗାଁ ବୁଲି ଭିକ୍ଷା ଗ୍ରହଣ କରୁଥିଲେ, ବର୍ତ୍ତମାନ ଧିରେ ଧିରେ ଏହି ବୃତ୍ତି ଦେଖିବାକୁ ମିଳୁନାହିଁ । ଏହା ପାରମ୍ପରିକ ଭାବେ ପୂର୍ବରୁ ଚାଲି ଆସୁଥିଲା । ବର୍ତ୍ତମାନ ସମୟରେ ଏହା ବେଳେବେଳେ ହିଁ ଦେଖିବାକୁ ମିଳୁଛି । ଚକୁଳିଆ ପଣ୍ତାମାନେ…