Browsing Tag

hirakud gate open

ଖୋଲିଲା ହୀରାକୁଦର ୨୦ଟି ଗେଟ୍‌, ମହାନଦୀ ଅବବାହିକାରେ ଥିବା ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି

(କେନ୍ୟୁଜ): ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୨୦ଟି ଗେଟ୍‌ ଦେଇ ଏବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି । ଆଜି ସକାଳେ ୪ଟି ଓ ପରେ ଖୋଲିଥିଲା ଆଉ ୬ଟି ଗେଟ୍‌ । ବାମପାର୍ଶ୍ୱରୁ ୧୩ଟି ଓ ଡାହାଣ ପାର୍ଶ୍ୱରୁ ୭ଟି ଗେଟ୍‌ ଖୋଲିଛି । ଉପରମୁଣ୍ଡରେ ବର୍ଷା…

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦର ୧୨ଟି ଗେଟ୍‌ ଖୋଲା। ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ବାମରୁ ୮ଟି ଓ ଡାହାଣରୁ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୫୦ହଜାର ୪୧୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି…

ପୁଣି ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା । ଏହାକୁ ମିଶାଇ ମୋଟ ୧୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୮୧,୨୨୪ କ୍ୟୁସେକ ଜଳ ପ୍ରବେଶ , ୨ଲକ୍ଷ ୩୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାପୂର୍ବରୁ…

ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର:ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଜୁନ୍‌ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବାକୁ ଯାଉଛି। ୨୦୦୪ ମସିହା ଶେଷ ଥର ପାଇଁ ଜୁନ୍‌ ୨୨ ତାରିଖରେ ହୀରାକୁଦ ଗେଟ୍‌ ଖୋଲିଥିଲା। ତେବେ ଦ୍ବିତୀୟ ଥର ପାଇଁ ଜୁନ୍‌ରେ ହୀରାକୁଦ ଗେଟ୍‌ ଖୋଲିବାକୁ ଯାଉଛି। ହୀରାକୁଦ ବନ୍ଧ କାର୍ଯ୍ୟକାରୀ…