Browsing Tag

homemade face pack

ବର୍ଷାଦିନରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ମାନନ୍ତୁ ଏହି ସହଜ ଟିପ୍ସ

ଜଳବାୟୁରେ ପରିବର୍ତ୍ତନ ହେବା ଦ୍ୱାରା ତ୍ୱଚାରେ ଅନେକ ପ୍ରଭାବ ପଡିଥାଏ। ଖରାଦିନରେ ସ୍କିନ ତେଲିଆ ଯୁକ୍ତ ହେବା ସହ ଶୀତ ଦିନରେ ଡ୍ରାଏ ହୋଇଯାଏ। ବର୍ଷା ଦିନରେ ହ୍ୟୁମିଡିଟି ବଢ଼ିଯାଇଥାଏ। ଯାହାପାଇଁ ସ୍କିନ ଅଠାଳିଆ ହୋଇଯାଏ। ତେବେ ଏହି ସମସ୍ୟା କାରଣରୁ ଅନେକ ହଇରାଣ ହୋଇଥାନ୍ତି। ଆଜି ଆମେ…

ଶୀତ ଦିନେ ସାବୁନ୍ ବ୍ୟବହାର ଦ୍ୱାରା ତ୍ୱଚା ଅଧିକ ଶୁଷ୍କ ହୋଇଯାଉଛି କି? ତେବେ ଲଗାନ୍ତୁ ଏହି ଘରୋଇ ପ୍ୟାକ୍

ଶୀତ ଦିନେ ଅଧିକାଂଶ ତ୍ୱଚାରେ ଶୁଷ୍କତା ଦେଖାଯାଇଥାଏ। ଏଥିସହ ପାଦ, ହାତ ମଧ୍ୟ ଶୁଷ୍କ ହୋଇଯାଏ, ଯାହା ଦେଖିବାକୁ ଖୁବ୍ ଖରାପ ଲାଗିଥାଏ। ଏହିକାରଣରୁ ଶୀତ ଦିନେ ତ୍ୱଚା ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ। କିନ୍ତୁ ପ୍ରତ୍ୟେକ ଦିନ ଗାଧୋଇବା ସମୟରେ ସାବୁନ ବ୍ୟବହାର କରିବା ଦ୍ୱାରା ତ୍ୱଚା ଅଧିକ…

ବ୍ରଣ ସମସ୍ଯା ଦୂର କରିବା ସହ ସୁନ୍ଦର ତ୍ବଚା ପାଇଁ ବ୍ଯବହାର କରନ୍ତୁ ଏହି ୩ଟି ଫେସ୍ ପ୍ଯାକ୍

ଋତୁ ପରିବର୍ତ୍ତନ ସମୟରେ ତ୍ବଚା ଜନିତ ଅନେକ ସମସ୍ଯା ଦେଖାଯାଇଥାଏ। ଏଭଳି ସମୟରେ ତ୍ବଚାରେ ବ୍ରଣ, ଦାଗ ଏବଂ କୁଞ୍ଚନ ଭଳି ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏତିସହ ତ୍ବଚା ଶୁଷ୍କ ମଧ୍ଯ ହୋଇଯାଏ। ଏହିକାରଣରୁ ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ଆଜି ଆପଣଙ୍କୁ ଏପରି ୩ଟି ଘରୋଇ ଟିପ୍ସ…

ଗରମରେ ବେଷ୍ଟ ହର୍ବାଲ ଫେସ ପ୍ୟାକ, ତ୍ୱଚାରେ ଆସିବ ଇନଷ୍ଟାଣ୍ଟ ଗ୍ଲୋ

ଗ୍ରୀଷ୍ମ ଋତୁରେ ଅଧିକ ତୀବ୍ର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ଆମ ତ୍ୱଚା ସାଧାରଣତଃ ଔଜ୍ଜ୍ୱାଳତା ହରାଇଥାଏ । ଖରା ତରାରେ ବାହାରକୁ ଯିବା ଆସିବା କରିବାକୁ ପଡୁଥିବାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି କର୍ମଜୀବି ମହିଳା ମାନେ । ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଅନେକ ଜଣ ପାର୍ଲର ଯାଇ ସୌନ୍ଦର୍ଯ୍ୟ…

ପାର୍ଲର ବନ୍ଦ ଘରେ ନିଅନ୍ତୁ ତ୍ୱଚାର ଯତ୍ନ, ଏହି ବ୍ଲିଚ ଲଗାଇ ପାଆନ୍ତୁ ଆକର୍ଷକ ଚମକଦାର ତ୍ୱଚା

ଲକଡାଉନରେ ଦୋକାନ ବଜାର ବନ୍ଦ। ବଜାର ବନ୍ଦ ହେବା କାରଣରୁ ଆପଣ ନିଜ ଚେହେରାକୁ ନେଇ ଚିନ୍ତାରେ ଅଛନ୍ତି କାହିଁକିନା ପାର୍ଲର ବନ୍ଦ। କିନ୍ତୁ ଜମାବି ଚିନ୍ତା କରନ୍ତୁନାହିଁ, କାହିଁକିନା ଆପଣ ଘରେ ଅଛନ୍ତି ଭଲ ଭାବରେ ନିଜ ତ୍ୱଚାର ଯତ୍ନ ନେଇପାରିବେ। ଅନେକ ମହିଳା ନିଜ ଚେହେରାର ସୌନ୍ଦର୍ଯ୍ୟ…

ରଙ୍ଗ ଖେଳିବା ପରେ ମୁହଁରେ ଲଗାଇବା ପାଇଁ ଭୁଲନ୍ତୁ ନାହିଁ ଏହି ୨ଟି ଫେସ୍‌ ମାସ୍କ

ରଙ୍ଗ ଖେଳିବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ରଙ୍ଗ ଖେଳ ସରିବା ପରେ ତ୍ୱଚା ଏବଂ କେଶରୁ ରଙ୍ଗ ଛଡାଇବା ଅତ୍ୟନ୍ତ କଷ୍ଟକର ହୋଇପଡେ। ବିଶେଷରୂପେ କାର୍ଯ୍ୟରତ ଥିବା ମହିଳାମାନେ ରଙ୍ଗ ଖେଳିବା ପରେ, ତା’ପରଦିନ ଅଫିସ୍‌ ଯିବା ପାଇଁ ତ୍ୱଚା ସଫା ଥିବା ଆବଶ୍ୟକ। କିନ୍ତୁ ଏତେ କମ ସମୟରେ…

ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ କି? ବ୍ୟବହାର କରନ୍ତୁ ଏହି ୪ଟି ଫେସ୍‌ପ୍ୟାକ୍‌

ଶୀତଦିନେ ଥଣ୍ଡା ପବନ ଯୋଗୁ ଅଧିକାଂଶ ଲୋକମାନଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହିକାରଣରୁ ଶୀତ ଦିନେ ଅଧିକାଂଶ ସମୟ ତ୍ୱଚା ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେପରି ଶୁଷ୍କ ତ୍ୱଚାରୁ ରକ୍ଷା ପାଇପାରିବେ। ଆଜି ଆମେ ଆପଣଙ୍କୁ ଏଭଳି ୪ଟି ଫେସ୍‌ ମାକ୍ସ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ…