ଫିଲ୍ମ ‘ଥାମା’ ରେ ଏକାଠି ନଜର ଆସିବେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନା
ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନା ହରର କମେଡି ଫିଲ୍ମ 'ଥାମା'ରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ୩୦ ଅକ୍ଟୋବରରେ ଏହା ଘୋଷଣା କରାଯାଇଥିଲା । ତେବେ ବର୍ତ୍ତମାନ ଖବର ଆସୁଛି ଯେ ପରେଶ ରାୱଲଙ୍କ ସମେତ ମୁଖ୍ୟ କଳାକାରମାନେ ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହି ଫିଲ୍ମର ସୁଟିଂ…