Browsing Tag

houses catches fire

ଯାଜପୁର ମେଦୁଆକଳା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର : ବରୀ ବ୍ଲକ ମନ୍ଦାରି ପଞ୍ଚାୟତ ମେଦୁଆକଳା ଗାଁରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଷ୍ଟ ହୋଇଛି। ଅଗ୍ନିକାଣ୍ଡରେ ୭ ବଖରା ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଅନେକ ଗୃହପାଳିତ ପଶୁ ଆହାତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଉଦ୍ଧବ…

ଭୟାବହ ଅଗ୍ନିକାଣ୍ଡ, ୮ଟି ପରିବାରର ୨୨ ବଖରା ଘର ଜଳିପୋଡ଼ି ପାଉଁଶ

ଗଞ୍ଜାମ(କେନ୍ଯୁଜ୍) : ଭୟାବହ ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଜଳିପୋଡି ଛାରଖାର ହୋଇଗଲା ୮ଟି ପରିବାରର ୨୨ବଖରା ଘର। କେବଳ ପିନ୍ଧା ଲୁଗା ଛାଡିଦେଲେ ଲୋକଙ୍କ ପାଖରେ ଆଉ କିଛି ନାହିଁ। ଗଞ୍ଜାମ ଜିଲ୍ଲା ସୋରଡ଼ା ଖଦାଳସାହିରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତିରେ ଜଣଙ୍କ ଘରୁ ପ୍ରଥମେ ନିଆଁ…