ଆମେରିକାରେ ଓଡ଼ିଆ କହିଲେ ପ୍ରଧାନମନ୍ତ୍ରୀ, ହାଓଡି ମୋଦି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ଓଡ଼ିଶୀ ନୃତ୍ୟର ଝଲକ୍
ଆମେରିକା: ହାଓଡି ମୋଦି କାର୍ଯ୍ୟକ୍ରମରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଭାଷା ବ୍ୟବହାର କରିଥିଲେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲା ବେଳେ ଓଡ଼ିଆ ଭାଷାକୁ ମଧ୍ୟ ବ୍ୟବହାର କରିଥିଲେ ପ୍ରଧାନମନ୍ତ୍ରୀ । ହାଓଡି ମୋଦିର ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଆରେ…