HPCL ରେ ଟେକ୍ନିସିଆନ ପଦବୀ ପଡିଛି ଖାଲି, ଆଜି ହିଁ କରନ୍ତୁ ଆବେଦନ
ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ୍ ପକ୍ଷରୁ ଖାଲିପଡିଛି ପଦବୀ। ଆପଣ ଯଦି ଇଚ୍ଛୁକ ତେବେ ଖୁବଶୀଘ୍ର ଆବେଦନ କରିପାରିବେ। ଏଠାରେ ଟେକି୍ନସିଆନ ପଦବୀ ଖାଲିପଡିଛି। ଆପଣ ଇଚ୍ଛକ ଥିଲେ ଅଫିସିଆଲ ସାଇଟ୍ hindustanpetroleum.com କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହା ଅଧିନରେ…