HPCL ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଡାଇରେକ୍ଟ ଲିଙ୍କ୍‌ରେ ସିଧାସଳଖ କରନ୍ତୁ ଆବେଦନ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ରେ ଚାକିରି ସୁଯୋଗ । ଏଠାରେ ମେକାନିକାଲ ଇଂଜିନିୟର, ଚାଟାର୍ଡ ଆକାଉଣ୍ଟସ, ଇଷ୍ଟମେସନ ଇଂଜିନିୟର ଏବଂ କେମିକାଲ ଇଂଜିନିୟର ଭଳି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ।

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ମେକାନିକାଲ ଇଂଜିନିୟର, ଚାଟାର୍ଡ ଆକାଉଣ୍ଟସ, ଇଷ୍ଟମେସନ ଇଂଜିନିୟର ଏବଂ କେମିକାଲ ଇଂଜିନିୟର ଭଳି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଅଫିସିଆଲ େଓ୍ଵବସାଇଟ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ଅଫିସିଆଲ  ୱେବସାଇଟ୍‌ hindustanpetroleum.com କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ଏଠାରେ ଖୁବସାରା ପଦବୀ ଖାଲିପଡିଛି । ସବିଶେଷ ବିବରଣୀ ପାଇଁ ଅଫିସିଆଲ  ୱେବସାଇଟକୁ ଯାଇ ଚେକ୍‌ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୮ ସେପ୍ଟେମ୍ବର ରହିଛି ।

କେଉଁମାନେ କରିବେ ଆବେଦନ : ଏହିସବୁ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ରହିଛି ।

କେମିତି ହେବ ଚୟନ : ଏହି ପଦବୀରେ ଚୟନ ପରୀକ୍ଷା ପାସ୍‌ କରିବା ପରେ ହେବ । ପ୍ରଥମେ କମ୍ପ୍ୟୁଟର ପରୀକ୍ଷା, ଗ୍ରୁପ ଟାସ୍କ, ପର୍ସନାଲ ଇଣ୍ଟରଭ୍ୟୁ ହେବ ।

ଆବେଦନ କେମିତି କରିବେ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍‌କୁ ଯାଆନ୍ତୁ ।
ଏହାପରେ ହୋମ ପେଜ୍‌ careers-Job Openings ନା ଏବଂ ସେକ୍ସନକୁ ଯାଇ କ୍ଲିକ୍‌ କରନ୍ତୁ ।
ଏହାପରେ ନୂଆ ପେଜ ଖୋଲିବ, ତା’ ପରେ Recruitment Of Officers 2023-24 ନାମ ସେକ୍ସନ ଦେଖିବା ପରେ କ୍ଲିକ୍‌ କରନ୍ତୁ ।
ଏମିତି କରିବା ପରେ ଏକ ନୂଆ ପେଜ ଖୋଲିବ, ଯେଉଁଥିରେ ଆପଣଙ୍କୁ ରେଜିଷ୍ଟ୍ରର କରିବାକୁ ହେବ । ଏହାପରେ ଆପ୍ଲିକେସନ ଫର୍ମ ପୂରଣ କରିବେ ।
ଏହାପରେ ଆବେଦନ ଶୁଳ୍କ ଜମା କରନ୍ତୁ ।
କନଫରମେସନ ପେଜ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.