Below header
Browsing Tag

huaman skeleton

ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର: ଦୀର୍ଘ ଦୁଇମାସ ତଳୁ ନିଖୋଜ ଥିଲେ ଛାତ୍ର

କନ୍ଧମାଳ (କେନ୍ୟୁଜ): ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର । ଦୀର୍ଘ ଦୁଇମାସ ଦୁଇ ଦିନ ପରେ କନ୍ଧମାଳ ଜିଲ୍ଲା ଉର୍ମଗଡ ଜଳପ୍ରପାତରୁ ନିଖୋଜ ଆଦର୍ଶ ବିଦ୍ୟାଳୟର ଛାତ୍ରର ମିଳିଲା ଗଳିତ କଙ୍କାଳ । ଜଳପ୍ରପାତର ପାଞ୍ଚଶହ ମିଟର ବ୍ୟବଧାନରେ ଥିବା ପଥର ତଳୁ ମିଳିଛି ଛାତ୍ରଙ୍କ ଗଳିତ କଙ୍କାଳ।…

ପୋଲ ତଳୁ ମିଳିଲା ମଣିଷ ପାଦ ଓ ପଞ୍ଜରାହାଡ଼ କଙ୍କାଳ

ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅମ୍ବାଦଳା ଗ୍ରାମର ଜଣେ ଯୁବକ ଦିନ ୧୧ଟା ସମୟରେ ମଶାଣି ନାଳ ନିକଟକୁ ଯାଇଥିବା ସମୟରେ ନାଳରେ ରହିଥିବା ପୋଲ ତଳେ ଏକ ମଣିଷ ପାଦ ଓ…

ପୁରୀ: ବ୍ରହ୍ମଗିରିର ଏକ କାଜୁ ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ, ପାଖରେ ଅଛି ଲୁଗା ଓ ଗାମୁଛା ସହ ଟଙ୍କା

ବ୍ରହ୍ମଗିରି(କେନ୍ୟୁଜ୍): ଆଜି ଅପରାହ୍ନରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କଳିକାବଡି ଅର୍ଜୁନଶ୍ୱର ନିକଟ ଜଙ୍ଗଲରୁ ଏକ ମଣିଷ ଖପୁରୀ ସହିତ ଗୋଟେ ଲୁଗା ଓ ଗାମୁଛାରେ ବନ୍ଧା ଟଙ୍କା ପଡିରହିଥିବା ଦେଖିବାକୁ ମିଳିଛି। ଲୋକେ କାଜୁ ତୋଳିବା ପାଇଁ ଯାଇଥିବା ବେଳେ କଣ୍ଟା ବୁଦା ମୂଳେ ଏହି ଖପୁରୀ ସହିତ…