Browsing Tag

husband kill

ଘରୋଇ କଳିରୁ ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ,ମାଟିତଳୁ ମୃତଦେହ ଉଦ୍ଧାର କଲା ପୋଲିସ

ସୁନ୍ଦରଗଡ଼(କେନ୍ୟୁଜ୍):ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଛି ।…

ରାତିରେ ଶୋଇଥିବା ବେଳେ ସ୍ତ୍ରୀକୁ ଶାବଳରେ ମାରି ହତ୍ୟା କଲା ସ୍ୱାମୀ, କେଉଁ କାରଣରୁ ବିଭତ୍ସ ହତ୍ୟା କଲା ଜଣାପଡିନି

କେନ୍ଦ୍ରାପଡା(କେନ୍ୟୁଜ୍): ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ମୃତ। ରାତିରେ ଶୋଇଥିବା ବେଳେ ସ୍ତ୍ରୀକୁ ଶାବଳରେ ମାରି ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମଧୁସୁଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପତ୍ନୀ କମଳା ଓଝା ରାତିରେ ଶୋଇଥିବା ବେଳେ ସ୍ୱାମୀ ଅଜୟ ଓଝା ଏକ…

ମଦୁଆ ସ୍ବାମୀର ବର୍ବରକାଣ୍ଡ, ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାଡ଼ ମାରି ଜିଭ ଓ ଚୁଟି କାଟିଲା

ବାଲିଗୁଡ଼ା(କେନ୍ୟୁଜ୍): ମଦ୍ୟପ ସ୍ୱାମୀର ବର୍ବରତା । ମଦ ପିଇ ନିଜ ସ୍ତ୍ରୀର ଜିଭ ଓ ଚୁଟି କାଟିଲା ନୃଶଂସ ସ୍ୱାମୀ। ଧାରୁଆ ଅସ୍ତ୍ରରେ ମୁହଁକୁ ଆକ୍ରମଣ ସହ କାଠ ଫାଳିଆରେ ଲହୁ ଲୁହାଣ କଲା ମଦ୍ୟପ ସ୍ୱାମୀ।  ଘଟଣା ଘଟିଛି ବାଲିଗୁଡା ଥାନା କାମ୍ପଡା ଅଂଚଳରେ। କାମ୍ପଡାର ବିରୁପାକ୍ଷ୍ୟ ଦିଗାଲ ନିଜ…

ସ୍ତ୍ରୀ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଛି ସ୍ବାମୀ, ପରିବାର ଲୋକ ଆଣିଲେ ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ଗାଁରେ ଅଭାବନୀୟ ଘଟଣା । ସ୍ବାମୀ ସ୍ତ୍ରୀକୁ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳା ରୀତା ପ୍ରଧାନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରୀତାଙ୍କୁ…

ନିଶାଡ଼ି ସ୍ବାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀକୁ ପଥର ଉପରେ ଛେଚି କଲା ହତ୍ୟା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ ସ୍ତ୍ରୀ କୁ ପଥର ଉପରେ ଛେଚି ହତ୍ୟା କରିଛି ସ୍ୱାମୀ । ମୃତକ ହେଲେ ସୁକାନ୍ତି ନାୟକ। ସୂଚନା ପ୍ରକାରେ ଗତକାଲି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ୱାମୀ ଭଗବାନ ନାୟକ ଏବଂ ସ୍ତ୍ରୀ ସୁକାନ୍ତି ମଧ୍ୟରେ କଳହ…

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ଶୋଇଥିବା ବେଳେ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର(କେନ୍ୟୁଜ୍): ପତ୍ନୀ ହନ୍ତା । ଶୋଇଥିବା ବେଳେ ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଦଗଦା ସାହିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଭାମାଇ ମୁଣ୍ଡା । ଅଭିଯୁକ୍ତ ସ୍ୱାମୀ ମଙ୍ଗଲ ମୁଣ୍ଡାକୁ ଗିରଫ କରିଛି ପୋଲିସ ।…

ଖୋର୍ଦ୍ଧା ଗୁରୁଜଙ୍ଗରେ ସନ୍ଦେହରୁ ବୀଭତ୍ସ ହତ୍ୟା, ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟି ଜୀବନ ନେଲା ସ୍ବାମୀ

 ଖୋର୍ଦ୍ଧା(କେନ୍ୟୁଜ୍):  ସନ୍ଦେହରୁ ବୀଭତ୍ସ ହତ୍ୟା। ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ପାରିବାରିକ କଳହର କରୁଣି ପରିଣତି। ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ଫେରାର ହୋଇଯାଇଛି।…