Browsing Tag

husband murder wife

ପାରିବାରିକ କଳହ ନେଲା ଉଗ୍ରରୂପ: ଦୁଇଟି ଭିନ୍ନ ସ୍ଥାନରେ ଅଘଟଣ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର(କେନ୍ଯୁଜ୍): ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ସୁନିତା ସିଂ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ଗାଁରେ ଅଭାବନୀୟ ଘଟଣା । ଖବର ପାଇ ସୁବଳୟା ଥାନା ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରୁଛି।…

ଫେସବୁକ ଚାଟିଂରେ ବ୍ଯସ୍ତ ଥିଲେ ମହିଳା, ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ମାରିଦେଲା ସ୍ବାମୀ

ପତ୍ନୀଙ୍କୁ ଫେସବୁକରେ ଚାଟିଂ କରିବା ଥିଲା ପସନ୍ଦ। ତେଣୁ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ମାରିଦେଲା ସ୍ବାମୀ। ଏମିତି ଏକ ଘଟଣା ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାରେ ଦେଖିବାକୁ ମିଳିଛି। ଫେସବୁକ ଚାଟିଂରୁ ଦମ୍ପତିଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ, ଶେଷରେ ଏହାର କରୁଣ ପରିଣିତି…

କୋରାପୁଟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀର ଗଳାକାଟି ବୀଭତ୍ସ ହତ୍ୟା କଲା ସ୍ବାମୀ

କୋରାପୁଟ: କୋରାପୁଟରେ ବୀଭତ୍ସ ହତ୍ୟା। ସ୍ତ୍ରୀର ଗଳାକାଟି ଦେଲା ମଦ୍ୟପ ସ୍ୱାମୀ। କୋରାପୁଟ ସଦର ଥାନା ଧୌଡାପଦର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟା। ମୃତ ମହିଳା ପାର୍ବତୀ କମାର। ଘଟଣାରେ ପୋଲିସ ସ୍ୱାମୀ କାର୍ତ୍ତିକ ଟାକିରିକୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ କାର୍ତ୍ତିକଙ୍କ ଏକ ଚିକେନ୍‌…

ସ୍ବାମୀର ନିଷ୍ଠୁରତା : ଝିଅ ସାମ୍ନାରେ ସ୍ତ୍ରୀର ଗଳାକାଟି କଲା ହତ୍ୟା

ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ବାଦପୁର ଘାଟିର ଏକ କଳଭଟ ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ମୋହନା ଥାନା ପିଣ୍ଡିକି ଗ୍ରାମର ରୁନିତା ନାୟକ ବୋଲି ଜଣାପଡିଛି। ପୋଲିସର ସୂଚନାଅନୁଯାୟୀ, ଟଙ୍କିଲିପଦର ଗ୍ରାମର ସୁବାସ ନାୟକ ପିଣ୍ଡିକି ଗ୍ରାମର ରୁନିତା…

ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟାକଲା ସ୍ବାମୀ

ଘଟଗାଁ (କେନ୍ୟୁଜ୍) : ସ୍ବାମୀ ସାଜିଲା ବଇରି । ସାତ ଜନମ ପାଇଁ ହାତ ଧରିବାକୁ ଶପଥ ନେଇଥିବା ସ୍ବାମୀ ଆଜି ପାଲଟିଗଲା   ରାକ୍ଷାସ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଳକ୍ ଅନ୍ତର୍ଗତ ଖୁଣ୍ଟିନାଳି ଗ୍ରାମରେ ।ସ୍ତ୍ରୀକୁ ପିଟିପିଟି ହତ୍ୟାକରିଛି…