Below header
Browsing Tag

husband

ସ୍ବାମୀ ସାଜିଲା ସଇତାନ: ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି କଲା ହତ୍ୟା, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ପୋଲିସ

ସୋର (କେନ୍ୟୁଜ): ମଦ୍ୟପ ସ୍ଵାମୀର ଉନମୁକ୍ତ କାଣ୍ଡ। ସ୍ତ୍ରୀକୁ କାଠ ଫଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି କଇଁଷି ଗ୍ରାମର ଗ୍ରାମବାସୀ ମାନେ ଦଧି ଦେଖିବାର ଯାଇଥିବା ବେଳେ ଏହାର ସୁଯୋଗ ନେଇ…

ସ୍ୱାମୀ ନା ରାକ୍ଷସ ! ଯୌତୁକ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ସ୍ତ୍ରୀକୁ ଗଣ ବଳାତ୍କାର କଲା ସ୍ୱାମୀ, ଭିଡିଓ କରି…

ନୂଆଦିଲ୍ଲୀ : ସାତ ଜନ୍ମକୁ ସାଥୀ କରି ଯାହାକୁ ଆଣିଥିଲା ତାହାର ଗଣ ଦୁଷ୍କର୍ମର ଭିଡିଓକୁ ଭାଇରାଲ କଲା ସ୍ୱାମୀ । ରାଜସ୍ଥାନର ଭରତପୁରରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ମାନବିକତାକୁ ଲଜ୍ଜିତ କରୁଛି। ଯେଉଁଠାରେ ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟଙ୍କ ବିରୋଧରେ…

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ଝିଅ, କହିଲେ: ମୋ ମାକୁ ମାରି ଟାଙ୍ଗି ଦେଇଛି ବାପା!

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ମନ୍ଦରୀ ପ୍ରବୋଧପୁର ଗ୍ରାମରେ ଜଣେ ୨୭ ବର୍ଷୀୟ ମହିଳାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ଗ୍ରାମର କୁନା ମଳିକଙ୍କ ସ୍ତ୍ରୀ ରଂଜିତା ମଳିକ ବୋଲି ସୂଚନା ମିଳିଛି। କୁନା ଦୀର୍ଘ ୧୨ ବର୍ଷ ହେବ ସେହି…

ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ୫ ଜଣଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ଯୁବକ, ଥାନାରେ ପହଞ୍ଚି ପାନେ ଦେଲେ ପତ୍ନୀ

ପଞ୍ଜାବ: ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ପର ନାରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଜଣେ ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ। ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀଙ୍କର ବାହାରେ ୫ ଜଣ ମହିଳାଙ୍କ ସହ ଅବୈଧ ସମ୍ପର୍କ ରହିଛି। ଏ ନେଇ ସେ ବିରୋଧ କରିବାରୁ ସ୍ୱାମୀ…

ଏକାଠି ଗୋଟିଏ ଥାଳିରେ ସ୍ୱାମୀ- ସ୍ତ୍ରୀ ଖାଇବା ଉଚିତ ନୁହେଁ, କାରଣ କହିଥିଲେ ପିତାମହ ଭୀଷ୍ମ

ଅଧିକାଂଶ ଘରେ ସ୍ୱାମୀ ଏବଂ ସ୍ତ୍ରୀ ସମାନ ଥାଳିରେ ଖାଦ୍ୟ ଖାଆନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏକ ଥାଳିରେ ଖାଦ୍ୟ ଖାଇବା ଦ୍ୱାରା ପାରସ୍ପରିକ ପ୍ରେମ ବଢିଥାଏ। ତଥାପି, ପ୍ରାଚୀନ ଏବଂ ଧାର୍ମିକ ଶାସ୍ତ୍ରର ପଣ୍ଡିତମାନେ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ଏକ ଥାଳିରେ ଖାଦ୍ୟ ଖାଇବା ଉଚିତ୍…

ଭାଲେଣ୍ଟାଇନ୍‌ ଡେ’ ରେ ସ୍ୱାମୀଙ୍କୁ ଲିଭର ଉପହାର ଦେଲେ ସ୍ତ୍ରୀ

ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିନ୍ତି ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ ଅମର ହୋଇ ରହିଥାଉ । କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର…

ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ, କାରଣ ଜାଣିଲେ ହୋଇଯିବେ ହତବାକ୍

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ଥାନା ଚୈତନ୍ୟପୁର ଗାଁ ରେ ପାରିବାରିକ କଳହରୁ କରୁଣ ପରିଣତି ଦେଖିବାକୁ ମିଳିଛି, ସ୍ୱାମୀ ସ୍ତ୍ରୀ କୁ ନିର୍ମମ ଭାବେ ହତ୍ୟା କରି ମାରିଦେଇଥିବା ବେଳେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଆକ୍ରମଣ କରିବା ଫଳରେ ସ୍ୱାମୀ କୁ ଗୁରୁତର ଅବସ୍ଥାରେ…

ବସ୍ ଝରକା ପଟେ ସ୍ତ୍ରୀକୁ ଏମିତି ଟେକି ନେଲେ ସ୍ୱାମୀ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଯେତେବେଳେ ବି ଆମେ ଏକ ବସ୍ ରେ ଯାତ୍ରା କରୁ, ପ୍ରଥମେ ସବୁବେଳେ ମନକୁ ଆସେ କିପରି ଆମେ ଗୋଟେ ସିଟ୍ ପାଇବା । ସିଟ୍‌ ନ ମିଳିଲେ ଆମକୁ ସାରା ରାସ୍ତା ଛିଡାହୋଇ ଯିବାକୁ ପଡେ। ଅନେକ ଲୋକ ଯାତ୍ରା ସମୟରେ ଏକ ସିଟ୍ ଚାହାଁନ୍ତି, ଏହା ବସ୍ ହେଉ କିମ୍ବା ଯେ କୌଣସି ଯାନ ହେଉ । ଲୋକେ ବିଳମ୍ବରେ…

ବଧୁ ହତ୍ୟା ଅଭିଯୋଗ ମାମଲା : ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଅତିରିକ୍ତ ଦୌରା ଜଜ୍

ଯାଜପୁର ଟାଉନ (କେନ୍ୟୁଜ): ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲା ଦୌରାଜଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନ ପୁର ଗାଁର ପୁଅ ଦେବଦତ ସାମଲ ୨୦୧୩ ମସିହାରେ ଟିଣ ପଂଚାୟତ ର ନିରଞ୍ଜନ ବେହୁରିଆଙ୍କ ଝିଅ…

ଅଖା ଭିତରୁ ମିଳିଲା ଅଭିନେତ୍ରୀ ରାଇମା ଇସଲାମଙ୍କ ମୃତଦେହ, ହତ୍ୟାକାରୀ କିଏ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ମିଳିଲା ନିଖୋଜ ଥିବା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ ଶିମୁଙ୍କ ମୃତଦେହ । ତାଙ୍କ ମୃତଦେହ ଢାକା କେରାନିଗଞ୍ଜର ଏକ ବ୍ରିଜ ନିକଟରେ ଥିବା ଏକ ଅଖା ଭିତରୁ ମିଳିଛି । ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ଜାନୁଆରୀ ୧୭ ସୋମବାର ଦିନ କଦମଟୋଲି ଅଞ୍ଚଳର ସ୍ଥାନୀୟ ଲୋକ ଅଲିପୁର…

ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର, ମହିଳାଙ୍କୁ ଉଦ୍ଧାର କରିଛି ବୀରମହାରାଜପୁର ପୋଲିସ୍‌

ସୁବର୍ଣ୍ଣପୁର (କେନ୍ଯୁଜ୍): ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ବସି ରହିବା ପରେ ଅସହାୟ ହୀନା ସିଂଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ହୀନା ସିଂଙ୍କ ଘର ଝାରସୁଗୁଡାରେ । ଗତ କିଛିବର୍ଷ ହେଲା…

ଯୌତୁକ ନେବାକୁ ମନା କଲେ ବର, କନିଆଁ ରାଗିଯାଇ କହିଲେ ଶାଶୂଘର ଯିବିନି

ରାଜଧାନୀ ଭୋପାଲ ଠାରେ ଦେଖିବାକୁ ମିଳିଛି ଅଜବ ଘଟଣା। ଭୋପାଲ ଠାରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଛି ଏକ ଅଦ୍ଭୁତ କାରଣ ପାଇଁ । ବାହା ହୋଇଥିବା ନବ ବଧୂ ରାଗିବାର କାରଣ ହେଉଛି ଯେ ସେ ଯୌତୁକରେ ଦେଉଥିବା କାର ଓ ଅନ୍ୟ ଜିନିଷକୁ ସ୍ୱାମୀ ନେବା ପାଇଁ ମନା କରି ଦେଇଛନ୍ତି । ଏହି…