Browsing Tag

hyundai creta

ଲଞ୍ଚ ହେବ Hyundai Creta Electric, ଲୁକ୍ ଏବଂ ଫିଚର୍ସ ବିଷୟରେ ଜାଣନ୍ତୁ ଡିଟେଲ୍ସ

ଚଳିତ ମାସ ଜାନୁଆରୀ ୧୭ ରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ Hyundai Creta ଇଲେକ୍ଟ୍ରିକ୍ ଲଞ୍ଚ ହେବାକୁ ଯାଉଛି । ଏହି ନୂଆ ଇଲେକ୍ଟ୍ରିକ୍ କାର୍ ଦୁଇଟି ବ୍ୟାଟେରୀ ପ୍ୟାକ୍ ସହିତ ମାର୍କେଟକୁ ଏଣ୍ଟ୍ରି କରିବ । ଇଲେକ୍ଟ୍ରିକ୍ କାର୍ ଲଞ୍ଚ ହେବା ପୂର୍ବରୁ Hyundai ତା’ର ଝଲକ…

ଲଞ୍ଚ ହେବ Hyundai Creta Electric, ଜାଣନ୍ତୁ ଏହାର ଟପ୍ ୫ ଫିଚର୍ସ

Hyundai Creta Electric ଭାରତୀୟ ବଜାରରେ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ଅଟୋମେକର୍ସ ଏହି ଗାଡ଼ିର ଫିଚର୍ସଗୁଡିର ଲିଷ୍ଟ ପ୍ରକାଶ କରିଛନ୍ତି । ଏହା ସହିତ SUV ର ଇଣ୍ଟେରିୟର ବିଷୟରେ ମଧ୍ୟ ପ୍ରକାଶ ପାଇଛି । ଏହି ଯଦି ଏହି ନୂଆ କାର୍ ମଡେଲକୁ ଷ୍ଟାଣ୍ଡାର୍ଡ କ୍ରେଟା ସହିତ ତୁଳନା କରାଯାଏ,…

Hyundai Creta Electric ର ଆରମ୍ଭ ହେଲା ବୁକିଂ, ଜାଣନ୍ତୁ କେତେ ରହିଛି ପ୍ରାଇସ୍

Hyundai ଇଣ୍ଡିଆ ନିଜର ନୂଆ ଇଲେକ୍ଟ୍ରିକ୍ କାର୍ Creta EV ପାଇଁ ବୁକିଂ ଆରମ୍ଭ କରିଛି । Hyundai Creta Electric କୁ ୨୫,୦୦୦ ଟଙ୍କାର ଟୋକନ ଏମାଉଣ୍ଟ ଜମା କରି ବୁକିଂ କରାଯାଇପାରିବ । ଅଟୋମେକର୍ସ ଏହାର ବେସ୍ ଏଜକ୍ୟୁଟିଭ୍ ଟ୍ରିମ୍ ପାଇଁ ଏପର୍ଯ୍ୟନ୍ତ ବୁକିଂ ଆରମ୍ଭ କରିନାହାଁନ୍ତି ।…

୧୭ ଜାନୁଆରୀ ୨୦୨୫ରେ ଲଞ୍ଚ ହେବାକୁ ଯାଉଛି Hyundai Creta EV, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ

ସାଉଥ କୋରିଆର ଅଟୋମୋବାଇଲ୍ ନିର୍ମାତା କମ୍ପାନୀ ହୁଣ୍ଡାଇ ଦ୍ୱାରା ଭାରତରେ ଅନେକ ଦମଦାର କାର ଲଞ୍ଚ କରିଥାଏ । କ୍ରେଟା ମିଡ୍ ସାଇଜର SUV ଭାବରେ କମ୍ପାନୀ ଦ୍ୱାରା ସେଲ୍ ପାଇଁ ଉପଲବ୍ଧ । ଏବେ କମ୍ପାନୀ ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ…

ହୁଣ୍ଡାଇ କ୍ରେଟା Night Editionର ଟିଜର ହେଲା ରିଲିଜ, ଦିଓ୍ଵାନା କରିଛି ଏହାର ଶାନଦାର ଲୁକ

ହୁଣ୍ଡାଇ ଇଣ୍ଡିଆ ନିକଟରେ Creta SUVର Night Edition ଲଞ୍ଚ କରିଛି। ଏବେ କମ୍ପାନୀ ଏବେ ଏହି କାରର ଟିଜର ମଧ୍ୟ ରିଲିଜ କରିସାରିଛି। ଏହାର ଲୁକ କୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଷ୍ଟାଣ୍ଡାର୍ଡ କ୍ରେଟା ତୁଳନାରେ ଏହି ନୂଆ ସ୍ପେଶାଲ ଏଡିସନର ଲୁକ ରହିଛି ଜବରଦସ୍ତ ।…

ଭାରତୀୟ ବଜାରରେ କ୍ରେଟା ଓ ସେଲଟସକୁ ଟକ୍କର ଦେବ Skoda Kushaq, ରହିଛି ଦମଦାର ଫିଚର୍ସ

Skoda Kushaq ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହାର ନୂଆ SUV ପ୍ରତିସ୍ପର୍ଥ କମ୍ପ୍ରାକ୍ଟ SUV ସେଗମେଣ୍ଟ ମଧ୍ୟରୁ ଅନ୍ୟତମ । ଭାରତୀୟ ବଜାରରେ ଏହାର ମୁକାବିଲା କ୍ରେଟା, କିଆ ସେଲଟସ, ଟାଟା ହୋରିୟର, ରେନ ଡଷ୍ଟର ଏବଂ ନିସାନ କିକ୍ସ ସହ ହେବ । ଏହାର ପ୍ରାରମ୍ଭିକ ଦାମ ୧୦.୫୦ ଲକ୍ଷ ଟଙ୍କା…

ପ୍ରତି ୫ ମିନିଟ୍‌ରେ ବିକ୍ରି ହେଉଛି ଏହି କାର, ଲଗାତାର ୬ ମାସ ଧରି ରହିଛି ୧ ନମ୍ବର ସ୍ଥାନରେ

କରୋନା ସଙ୍କଟ ମଧ୍ୟରେ ୧୬ ମାର୍ଚ୍ଚ ୨୦୨୦ରେ ଲଞ୍ଚ୍‌ ହୋଇଥିଲା ନୂଆ କ୍ରେଟା। ଏହାର ସପ୍ତାହେ ପରେ କରୋନା ଯୋଗୁ ଲକଡାଉନ୍‌ ଘୋଷଣା ହୋଇଥିଲା। କିନ୍ତୁ ଲକ୍‌ଡାଉନ୍‌ ଭିତରେ ବି କ୍ରେଟାର ବିକ୍ରି କମିନଥିଲା। ମାର୍ଚ୍ଚରୁ ଏବେ ପର୍ଯ୍ୟନ୍ତର ବିକ୍ରିକୁ ଦେଖିଲେ କ୍ରେଟାକୁ ଭଲ ରେସ୍‌ପନ୍ସ ମିଳିଥିବା…