ଇବନଦୀରେ ପରିବାରର ୩ ଜଣ ନିଖୋଜ ଘଟଣା : ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ
ସୁନ୍ଦରଗଡ଼ (କେନ୍ୟୁଜ): ପରିବାରର ୩ ଜଣଙ୍କ ସଲିଳ ସମାଧି । ନଦୀରୁ ମିଳିଲା କକା ଓ ୨ ନାବାଳକ ପୁତୁରାଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର ହୋଇଛି । ଭିକ୍ଟିମ୍ ଲୋକେସନ୍ କ୍ୟାମେରାରେ ଠାବ ପରେ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ ।…