Below header
Browsing Tag

illegal crackers seized

ଦୀପାବଳି ପୂର୍ବରୁ ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌, ଲକ୍ଷାଧିକ ଟଙ୍କାର ବାଣ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବାଣ ଦୋକାନରେ ଚଢାଉ । ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌ କରିଛି କ୍ୟାପିଟଲ ଥାନା ପୋଲିସ । ବିନା ଅନୁମତିରେ ବେଆଇନ ବାଣ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢଉ ହୋଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ୍ ।

କରଞ୍ଜିଆ NACରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କରଞ୍ଜିଆ(କେନ୍ୟୁଜ୍): ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ NACରେ ଏକ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି କରଞ୍ଜିଆ ପୋଲିସ ।…

କଟକଣା ନମାନି ବାଣ ତିଆରି କରୁଥିଲେ, ଆସିକା ନଳବଣ୍ଟାରୁ ଆଠ ଟ୍ରକ୍‌ ବାଣ ଜବତ କଲା ପୋଲିସ୍‌

ଭଞ୍ଜନଗର : କରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ଦୀପାବଳି ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ତେବେ ଏହି କଟକଣା ଭିତରେ ବି ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମ ନିକଟରେ ବେଆଇନ…