Browsing Tag

illegal gutkha unit

ଗଞ୍ଜାମ: ବେଆଇନ ଗୁଟଖା କାରାଖାନା ଉପରେ ଚଢାଉ, ୧ କୋଟି ଟଙ୍କାର ଗୁଟଖା ସହିତ ମେସିନ ଓ ସାମଗ୍ରୀ ଜବତ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗାଁରେ ବେଆଇନ ଭାବେ ଚାଲିଥିବା ଏକ ଗୁଟଖା କାରଖାନା ଉପରେ  ଚଢାଉ କରିଛି ଜିଲ୍ଲା  ପ୍ରଶାସନ  । ଏହି ବେଆଇନ ଗୁଟଖା କାରଖାନା ଦୀର୍ଘ ଦିନ ହେଲା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆଜି ବ୍ରହ୍ମପୁର…

ଭଞ୍ଜନଗର : ବେଆଇନ୍ ଗୁଟ୍‌ଖା କାରଖାନାରେ ପଶିଲା ପୋଲିସ୍, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଭଞ୍ଜନଗର (କେ ନ୍ୟୁଜ୍‌) : ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବେଆଇନ୍ ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଆଦି ଜବତ କରିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପୋଲିସ୍ । ଲକ୍‌ଡାଉନ୍ ସମୟରେ ବେଆଇନ୍ ଭାବେ ଚଲିଥିବା ଏହି ଗୁଟଖା ତିଆରି କାରଖାନା ଉପରେ ପୋଲିସ୍ ଖବର ପାଇ ଚଢ଼ାଉ…