Browsing Tag

illicit liqour

ପୋଲିସ ଚାକିରି କରି ପୁଣି ଲୋଭ: ନକଲି ମଦ ଫ୍ୟାକ୍ଟ୍ରୀ ଚଳାଇଥିବା କନେଷ୍ଟବଳକୁ ଗିରଫ କଲା ବ୍ରହ୍ମପୁର ବଡ଼ ବଜାର…

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗରହଣ୍ଡି ଅଞ୍ଚଳରେ ଏକ କୁକୁଡ଼ା ଫାର୍ମ ହାଉସରେ ତିଆରି ହେଉଥିଲା ଡୁପ୍ଲିକେଟ୍ ମଦ  । ଆଉ ଏହି ମଦ ବିକ୍ରି ହେଉଥିଲା ବ୍ରହ୍ମପୁର ସହରର ବଡ଼ ବଜାର ଅଞ୍ଚଳରେ  । ନକଲି ମଦ ପ୍ରସ୍ତୁତ କରି ସାରିବା ପରେ ଏକ ଅଟୋ ଯୋଗେ ବିକ୍ରି କରିବା ଲାଗି ବ୍ରହ୍ମପୁର…

ସଟଡାଉନ ବେଳେ ବେଧଡ଼କ ଚାଲିଥିଲା ଦେଶୀ ମଦ ବେପାର, ଦୁଇ ବେପାରୀଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସଟଡାଉନ ବେଳେ ଦେଶୀ ମଦ ବିକ୍ରି। ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ରାଜଧାନୀ ଭୁବନେଶ୍ବରର ଏଭଳି ଘଟଣା ସାମ୍ନାକୁ ଆସିଛି। ଖାରବେଳ ଥାନା ଅନ୍ତର୍ଗତ ରାମ ମନ୍ଦିର ନିକଟରେ ଆଜି ସଡ ଡାଉନ୍ ପାଇଁ ତନଖି ଚାଲିଥିବା ବେଳେ ଟଲି ରିକ୍ସାରେ ଦୁଇଜଣ ବ୍ୟକ୍ତି ଦେଶୀ ମଦ ନେଉଥିଲେ।…

ଗଜପତି: ମୋହନାର ବିଭିନ୍ନ ସ୍ଥାନରେ ଚଢାଉ, ବିପୁଳ ପରିମାଣର ମଦ ଜବତ ସହ ଦୁଇ ଗିରଫ

ମୋହନା(କେନ୍ୟୁଜ୍): ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ,ଜ଼ିଲ୍ଲା ଅବକାରୀ ବିଭାଗ ଏବଂ ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଲୁହାଗୁଡ଼ି,ଚାପଟପଙ୍କା,କର୍ଚ୍ଚବାଡ଼ି ଆଦି ଅଞ୍ଚଳରେ ବେଆଇନ ମଦ ଧରପଗଡ଼ କରଯାଇଛି l ଏଥିରେ ୨୫୦୦ ଲିଟର ମହୁଲି ପୋଚ ନଷ୍ଟ…

ଏମିତି ଚାଲିଛି ଚୋରା ମଦ ବ୍ୟବସାୟ,ଧାନ ବିଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ କଲା ବଡ଼ଚଣା ପୋଲିସ

 ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଧାନ ବିଲ ଭିତରୁ ୪୪୦ ଲିଟର ଦେଶୀମଦ ଜବତ। ଏହି ଥାନା ଅନ୍ତର୍ଗତ ସିହା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଧାନ ବିଲ କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖିଥିବାର କୌଣସି ସୂତ୍ରରୁ ସୂଚନା ପାଇଥିଲା ବଡଚଣା…