Browsing Tag

in keonjhar

ବସ କୁ ଧକ୍କା ଦେଲା ଟ୍ରକ, ୨ଜଣ ଆହତ

ଆନନ୍ଦପୁର : କେଉଁଝର ବେଲବାହାଳିରେ ଘଟିଲା ଅଘଟଣ । ବସ କୁ ଧକ୍କା ଦେଲା ଟ୍ରକ । ଏହି ଘଟଣାରେ ୨ଜଣ ଆହତ ହୋଇଛନ୍ତି ।  ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳି ନିକଟରେ ନିରୁପମା ବସକୁ ଧକ୍କା ଦେଲା ଟ୍ରକ ।  ୨ଜଣ ଆହତ, ଅଳ୍ପକେ ବର୍ତିଲେ ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ । ଆହତ ଙ୍କୁ…

କେନାଲରେ ଚାଲିଗଲା ଜୀବନ,ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଛନ୍ତି ବୃଦ୍ଧ

ଆନନ୍ଦପୁର : ଆନନ୍ଦପୁରରେ ଘଟିଛି ଅଘଟଣ । ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଛନ୍ତି ବୃଦ୍ଧ । ମୃତକ ହେଉଛନ୍ତି  ନନ୍ଦିପଦା ଥାନା ବଡତିରା ଗ୍ରାମର ରମ୍ଭା ମଣି ନାୟକ ।  ସେ ଶୌଚ ହେବାକୁ କେନାଲକୁ  ଯାଇଥିଲେ କିନ୍ତୁ ପାଣିରେ ବୁଡିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ…

ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ବଡଦାଣ୍ଡ

ରଙ୍ଗୀନ ଆଲୁଅରେ ଝଲସୁଛି କେନ୍ଦୁଝର ବଡଦାଣ୍ଡ । ବିଶେଷ କରି ସନ୍ଧ୍ୟାରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ପ୍ରଭୁ ଏବେ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ଅବସ୍ଥାନ କରୁଛନ୍ତି । ବିଶ୍ବର ଉଚ୍ଚତମ କେନ୍ଦୁଝରର ନନ୍ଦିଘୋଷ ରଥରୁ ଆସି ପ୍ରଭୁ ଶ୍ରୀବଳଦେବଜିଉ, ମାତା ସୁଭଦ୍ରା ଓ ମହାପ୍ରଭୁ…

କେନ୍ଦୁଝର : ରଶି ଲଗାଇ ଆତ୍ମହତ୍ୟା କଲେ ଯୁବ ସାମ୍ବାଦିକ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘଟଗାଁର ଯୁବ ସାମ୍ବାଦିକ ଦିଲ୍ଲୀପ ମିଶ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି । ଉପରଡିହା ସ୍ଥିତ ନିଜ ଘରେ ସେ ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି । କିଛି ଦିନ ହେଲା ମାନସିକ…

କେନ୍ଦୁଝରରେ ପ୍ରତିଷ୍ଠା ହେବ କିସ୍‌ ଶାଖା, ଘୋଷଣା କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ଦୁଝର (କେ ନ୍ୟୁଜ୍‌) : ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କ ଶିକ୍ଷାର ବିକାଶ ପାଇଁ କାମ କରୁଛି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’ । ଏହି କ୍ରମରେ କେନ୍ଦୁଝର ଜିଲ୍ଲାରେ ଖୁବ୍‌ ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି । ଏହି ଘୋଷଣା କରିଛନ୍ତି…