Browsing Tag

ind-aus 3rd test

ଭାରତୀୟ ବ୍ଯାଟ୍ସମ୍ଯାନଙ୍କ ଦମଦାର ବ୍ଯାଟିଂ ରୋକିଲା ଅଷ୍ଟ୍ରେଲିଆର ବିଜୟ, ଡ୍ର ହେଲା ତୃତୀୟ ଟେଷ୍ଟ ମ୍ଯାଚ୍

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟରେ ଭାରତ ବିଜୟ ଲକ୍ଷ୍ୟର ପିଛା କରି ମ୍ଯାଚ ଡ୍ର ରଖିଛି । ଏପର୍ଯ୍ଯନ୍ତ ଦଳ ୫ଟି ୱିକେଟ ହରାଇ ୩୩୪ ରନ୍ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ମ୍ଯାଚ ଡ୍ର ରଖିବା ପାଇଁ ହନୁମା ବିହାରୀ ଏବଂ ଅଶ୍ବିନ କ୍ରିଜରେ ରହିଛନ୍ତି। ହନୁମା ବିହାରୀ ୧୫୫ଟି…

ତୃତୀୟ ଟେଷ୍ଟରେ ଭାରତକୁ ୪୦୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ, ୨ ଓ୍ଵିକେଟ୍‌ରେ ୯୮ ରନ୍‌ କରିଛି ଟିମ୍‌ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଛି । ଦଳ ୬ ଓ୍ୱିକେଟ୍ ହରାଇ ୩୧୨ ରନ୍ କରିବା ସହ ଭାରତ ଠାରୁ ୪୦୬ ରନରେ ଆଗୁଆ ରହିଛି । ଭାରତକୁ ଜିତିବା ପାଇଁ ୪୦୭ ରନ୍ ଦରକାର। ଟାର୍ଗେଟ୍‌ର ପିଛା କରି ଆଜି…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଭାରତକୁ ୨୪୪ରନରେ ଅଲଆଉଟ କଲା ଅଷ୍ଟ୍ରେଲିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ତୃତୀୟ ଦିନ ଲଞ୍ଚ୍ ସୁଦ୍ଧା ଭାରତ ସବୁ ଓ୍ୱିକେଟ୍ ହରାଇ ୨୪୪ ରନ୍ କରିଛି । ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୪୫ ଓଭରରେ ୨ ଓ୍ୱିକେଟ୍ ହରାଇ ୯୬ରନ୍ କରିଥିଲା । ଭାରତ ପକ୍ଷରୁ ଶୁଭମନ୍ ଗିଲ୍ ସର୍ବାଧିକ ୫୦ରନ୍ ଏବଂ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ : ୩୩୮ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ

ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚର ଖେଳ ଜାରି ରହିଛି । ଆଜି ମ୍ୟାଚର ୨ୟ ଦିନ । ତେବେ ୨ୟ ଦିନ ଲଞ୍ଚ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ୮ ଓ୍ୱିକେଟରେ ୩୧୦ରନ ସଂଗ୍ରହ କରିଛି । ଟସ୍ ଜିତି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ…

ସିଡନୀ ହୋଟେଲ ବାହାରକୁ ଯାଇପାରିବେନି ଟିମ୍ ଇଣ୍ଡିଆ ଖେଳାଳି, ନିୟମ ପାଳନ କରିବାକୁ କହିଲା କ୍ରିକେଟ ଅଷ୍ଟ୍ରେଲିଆ

ଆସନ୍ତା ୭ ତାରିଖରୁ ସିଡନୀ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତ୍‌ତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଟିମ୍ ସୋମବାର ସିଡନୀରେ ପହଞ୍ଚିଛି। ଏହା ମଧ୍ୟରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ ବିବାଦକୁ ଦୁଇ କ୍ରିକେଟ୍ ବୋର୍ଡ ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ଭାରତୀୟ…