Browsing Tag

IND vs AUS Test

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଗୋଟିଏ ରନ୍‌ ପଛରେ ରହିଲା ଭାରତ, ଲାୟନ୍‌ଙ୍କୁ ୫ ଓ୍ଵିକେଟ୍‌

ନୂଆଦିଲ୍ଲୀ : ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ କଙ୍ଗାରକୁ ଟକ୍କର ଦେଲା ସିନା ହେଲେ ସ୍କୋର୍‌ରେ ଗୋଟିଏ ରନ୍‌ ପଛରେ ରହିଗଲା ଘରୋଇ ଭାରତୀୟ ଦଳ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମ ଇନିଂସରେ ୨୬୨ ରନରେ…

ଭାରତର ଇନିଂସ ବିଜୟ, ଅଢେଇ ଦିନରେ ୧୩୨ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ବର୍ଡର ଗାଭାସ୍କର ଟ୍ରଫିରେ କମାଲ କଲା ଭାରତ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ମାତ୍ର ଅଢେଇ ଦିନରେ ଶେଷ। ନାଗପୁର ଟେଷ୍ଟ ଜିତିଲା ରୋହିତ ବାହିନୀ । ଇନିଂସ ଓ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ଝଟ୍କା ଦେଇଛି ଟିମ୍ ଇଣ୍ଡିଆ । ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯୋଡି କଙ୍ଗାରୁ ଦଳର ମେରୁଦଣ୍ଡ…

ବ୍ରିସ୍‌ବେନ୍‌ରେ ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ୍, ଅଷ୍ଟ୍ରେଲିଆର ଗଲାଣି ୪ଟି ଓ୍ଵିକେଟ୍‌

କେନ୍ଯୁଜ୍: ବ୍ରିସ୍‌ବେନ୍‌ରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ । ଆଜି ଖେଳ ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆର ୪ଟି ଓ୍ଵିକେଟ୍‌ ଗଲାଣି । ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଓ୍ଵାଶିଂଟନ୍‌ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ…

ଏମିତି ମାଟି କାମୁଡ଼ିବ ବୋଲି କିଏ ଜାଣିଥିଲା, ବିରାଟ ବାହିନୀର କେହି ବି ଦୁଇ ଅଙ୍କ ଛୁଇଁ ପାରିଲେନି

ଆଡିଲେଡରେ ଖେଳା ଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ୩୬ ରନରେ ଅଲଆଉଟ ହୋଇଛି। ଯାହା ଭାରତର ଟେଷ୍ଟ କ୍ରିକେଟର ସର୍ବନିମ୍ନ ସ୍କୋର। ଟେଷ୍ଟ କ୍ରିକେଟରେ ଭାରତର ଦଳଗତ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଭାରତ ୪୨ ରନ୍ ଟେଷ୍ଟ କ୍ରିକେଟରେ କରିଥିଲା। ଭାରତର…