Below header
Browsing Tag

ind vs ban

ରୋହିତ ରକ୍ତାକ୍ତ ଆଙ୍ଗୁଠିରେ ବ୍ୟାଟିଂ କରୁଥିବା ଦେଖି ଭାବବିହ୍ଵଳ ହେଲେ ପତ୍ନୀ ରିତିକା, କଲେ ଇମୋସନାଲ ପୋଷ୍ଟ

ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ଦ୍ୱିତୀୟ ଦିନିକିଆ ମଧ୍ୟ ହାରିଛି । ହେଲେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଯାହା କରିଛନ୍ତି, ତାହା ସମସ୍ତଙ୍କର ହୃଦୟ ଜିତିନେଇଛି । ରୋହିତଙ୍କ ହାତରୁ ରକ୍ତ ବାହାରୁଥିବା ସତ୍ତ୍ୱେ ମଧ୍ୟ ଧୂଆଁଦାର ବ୍ୟାଟିଂ କରୁଥିଲେ । ଆଉ…

ମ୍ୟାଚ୍‌ ଅଧାରୁ ହସପିଟାଲରେ ପହଞ୍ଚିଲେ ରୋହିତ ଶର୍ମା, ଭାରତୀୟ ଫ୍ୟାନ୍ସ ନିରାଶ

ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଛି ବଡ଼ ଝଟକା। ମ୍ୟାଚ୍ ଅଧାରୁ ହସ୍ପିଟାଲରେ ପହଞ୍ଚିଲେ ଦଳର ଅଧିନାୟକ ରୋହିତ ଶର୍ମା। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ…

ଭାରତ ବନାମ ବାଂଲାଦେଶ ଦ୍ୱିତୀୟ ଦିନିକିଆ: ହସନ ମିରାଜଙ୍କ ଶତକ, ଭାରତକୁ ୨୭୨ ରନର ଟାର୍ଗେଟ ଦେଲା ବାଂଲାଦେଶ

ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଛି ଦ୍ୱିତୀୟ ଦିନିକିଆ। ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୨୭୧ ରନ୍‌ କରିଛି ବାଂଲାଦେଶ। ଭାରତକୁ ଦ୍ୱିତୀୟ ଦିନିକିଆ ଜିତିବା ପାଇଁ ୨୭୨ ରନ୍‌ର ଆବଶ୍ୟକତା ରହିଛି । ଆଜିର ମ୍ୟାଚରେ ଭାରତୀୟ ଟିମରେ ୨ଟି ପରିବର୍ତ୍ତନ…

ଆକ୍ସନ ମୋଡରେ ରୋହିତ ଶର୍ମା, ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରୁ ବାଦ୍‌ ପଡିପାରନ୍ତି ଏହି ଖେଳାଳି !

ଆକ୍ସନ ମୋଡରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ ଦିନିକିଆ ପାଇଁ ଚୂଡାନ୍ତ ଏକାଦଶ ବାଛିବା ବେଳେ କିଛି ଖେଳାଳିଙ୍କୁ ବାହାର କରିବେ ରୋହିତ ଶର୍ମା । ଟିମର ୩ ଜଣ ଖେଳାଳିଙ୍କୁ ଦ୍ୱିତୀୟ ଦିନିକିଆରେ ନେବେ ନାହିଁ…

ଭାରତ ଠାରୁ ମ୍ୟାଚ୍‌ ଛଡାଇ ନେଲେ ହସନ ମିରାଜ, ୧ ଓ୍ଵିକେଟରେ ପ୍ରଥମ ଦିନିକିଆ ଜିତିଲା ବାଂଲାଦେଶ

ବାଂଲାଦେଶର ଢାକାରେ ଚାଲିଥିବା ପ୍ରଥମ ଦିନିକିଆକୁ ୧ ଓ୍ଵିକେଟରେ ଜିତିନେଇଛି ବାଂଲାଦେଶ । ୬ ଓଭରରେ ମ୍ୟାଚ୍‌ ଜିତିନେଲା ବାଂଲାଦେଶ । ୫ ଓଭର ଥାଇ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତିନେଇଛି ବାଂଲାଦେଶ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଫଳରେ ପ୍ରଥମେ ବ୍ୟାଟିଂ କରି…

ରୋହିତ ବାହିନୀ ଫେଲ୍‌, ବାଂଲାଦେଶକୁ ୧୮୭ ରନର ଟାର୍ଗେଟ ଦେଲା ଭାରତ

ଆଜିଠାରୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ବାଂଲାଦେଶକୁ ୧୮୭ ରନର ଟାର୍ଗେଟ ଦେଇଛି ଭାରତ। ଭାରତ ୧୮୬ ରନରେ ଅଲଆଉଟ୍‌ ହୋଇଛି ଭାରତ । ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଟିମ୍ ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ…

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ଦଳରୁ ବାଦ୍‌ ପଡିଲେ ମହମ୍ମଦ ସାମି

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଦଳରୁ ବାଦ୍ ପଡ଼ିଲେ ମହମ୍ମଦ ସାମି । ଆହତ ଯୋଗୁ ଦିନିକିଆ ଓ ଟେଷ୍ଟ ସିରିଜ୍ରୁ ବାହାରିଯାଇଛନ୍ତି ସାମି । ହାତରେ ଆଘାତ ଲାଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ଉମ୍ରାନ୍ ମଲ୍ଲିକ୍କୁ ସୁଯୋଗ…

ନ୍ୟୁଜିଲାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ, ପଡିଆକୁ ଫେରିବେ ବିରାଟ କୋହଲି

ନ୍ୟୁଜିଲାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଦଳ ଜିତିଥିବା ବେଳେ ଦିନିକିଆ ସିରିଜରେ ପରାସ୍ତ ହୋଇଛି। ଏବେ ବାଂଲାଦେଶ ଗସ୍ତରେ ଦଳ ୩ଟି ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ସିରିଜ୍ ଖେଳିବ। ଏ ନେଇ ଭାରତୀୟ ଦଳ ଘୋଷଣା ହୋଇ ସାରିଛି।…

ପରଦା ପଛର ରିଅଲ ହିରୋ ଡି ରାଘବେନ୍ଦ୍ର, ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ଏମିତି କରିଥିଲେ ସାହାଯ୍ୟ

ଚଳିତ ଟି –୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ହେଲେ ନଭେମ୍ବର ୨ ତାରିଖ ଦିନ ଖେଳାଯାଇଥିବା ମ୍ୟାଚରେ ଏମିତି କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍‌ କରିଛନ୍ତି। ଏହିଦିନ ମ୍ୟାଚରେ ଭାରତ ସହିତ ବାଂଲାଦେଶର ମ୍ୟାଚ…

ବାଲାଂଦେଶକୁ ୫ ରନରେ ହରାଇଲା ଟିମ୍‌ ଇଣ୍ଡିଆ, ଏବେ ଟାର୍ଗେଟ ସେମିଫାଇନାଲ ମ୍ୟାଚ୍‌

ସେମିଫାଇନାଲକୁ ରାସ୍ତା ପକ୍କା କଲା ଟିମ୍‌ ଇଣ୍ଡିଆ । ବାଲାଂଦେଶକୁ ୫ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁଁ ବାଲାଂଦେଶକୁ ୧୫୧ ରନର ଟାର୍ଗେଟ ମିଳିଥିଲା। ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା ବାଲାଂଦେଶ। ଭାରତ ବାଲାଂଦେଶକୁ ୧୮୫ ରନରେ ଟାର୍ଗେଟ…

ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ, ବିରାଟ ପୁଣି କଲେ କମାଲ୍‌

ଆଡଲେଡ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌। ଏହି ମ୍ୟାଚରେ ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଇଛି ଭାରତ। ଭାରତ ୧୮୪ ରନ୍‌ କରି ୬ ଓ୍ଵିକେଟ ହରାଇଛି। ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ…

ଅଣ୍ଡର-୧୯ ବିଶ୍ୱକପ୍‌: ବାଂଲାଦେଶ ଠାରୁ ପ୍ରତିଶୋଧ ନେଲା ଭାରତ, ଏବେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହିତ ହେବ ଟକ୍କର

ଚଳିତ ଅଣ୍ଡର-୧୯ ବିଶ୍ୱକପ୍‌ରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ବାଂଲାଦେଶକୁ ହରାଇଥିଲା। ୩୦.୫ ଓଭରରେ ୫ ଓ୍ଵିକେଟ ହରାଇ ଏହି ବିଜୟ ହାସଲ କରିଛି। କୌଶଳ ତାମ୍ବେ ୬ ମାରି ଭାରତକୁ…