ଫାଇନାଲକୁ ଯିବା ଆଶା ମଉଳି ଗଲା, ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ୫ ରନ୍ରେ ହରାଇ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ
କେନ୍ୟୁଜ୍(ବ୍ୟୁରୋ): ମହିଳା ଟି-୨୦ ବିଶ୍ୱକପ୍ ଅଭିଯାନରୁ ବାଦ ପଡିଲା ଭାରତ । ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ୫ ରନ୍ରେ ହରାଇ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମର ୧୭୩ ରନ୍ ଟାର୍ଗେଟକୁ ପିଛା କରୁଥିବା ଭାରତୀୟ ଟିମ ୮ ଓ୍ଵିକେଟ ହରାଇ ୧୬୭ କରିଥିଲା । ଏହି ପରାଜୟ ସହ…