Browsing Tag

india pak match

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ, ପାକିସ୍ତାନ ଆଗରେ ୨୬୭ ରନ୍ ଟାର୍ଗେଟ ରଖିଥିଲା ଭାରତ

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ । ପାକିସ୍ତାନ ଆଗରେ ୨୬୭ ରନ୍ ଟାର୍ଗେଟ ରଖିଥିଲା ଭାରତ । ବର୍ଷା ପାଇଁ ଆରମ୍ଭ ହୋଇପାରିଲାନି ଦ୍ବିତୀୟ ଇନିଂସ । ମ୍ୟାଚ୍ ବାତିଲ ଯୋଗୁଁ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଛି । ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ…

ଏସିଆ କପ ମହାମୁକାବିଲା: ଆଜି ଭାରତ-ପାକିସ୍ତାନ ଲଢ଼େଇ, ହାଇଭୋଲଟେଜ୍ ହେବ ଟକ୍କର

(କେନ୍ୟୁଜ): ଏସିଆ କପରେ ଆଜି ମହାମୁକାବିଲା । ଭାରତ-ପାକିସ୍ତାନ ଲଢ଼େଇ । ହାଇଭୋଲଟେଜ୍ ଟକ୍କର ହେବ । ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନ ଏହି ମ୍ୟାଚ୍ ଉପରେ ନଜର ରଖିଛନ୍ତି । ଆଜି ଅପରାହ୍ଣ ୩ଟାରେ ଶ୍ରୀଲଙ୍କାର ପାଲକେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ…

ଟି-ଟ୍ବେଣ୍ଟି ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର, ସ୍ୱତନ୍ତ୍ର ରଣନୀତି କରିଛି ରୋହିତ ବାହିନୀ

କେନ୍ୟୁଜ୍(ବ୍ୟୁରୋ):ଟି-ଟ୍ବେଣ୍ଟି ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର । ମେଲବୋର୍ଣ୍ଣରେ ହେବ ମହାମୁକାବିଲା । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରଣନୀତି କରିଛି ମେନ୍‌ ଇନ୍‌ ବ୍ଲୁ । ଝାଳବୁହା ଅଭ୍ୟାସ କରିଛନ୍ତି ଖେଳାଳି । ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ କଣ ରହିବ ତାଉପରେ…

ଏସିଆ କପ ମ୍ୟାଚରେ ପାକିସ୍ତାନ ଉପରେ ବିଜୟ ହାସଲ ପରେ ଚାରିଆଡେ ଉତ୍ସବର ମାହୋଲ, ମ୍ୟାଚ ଜିତିବା ପରେ ଆତସବାଜି

ଗତକାଲି ସୁପର ସନଡେରେ ଭାରତ ପାକିସ୍ତାନ ମ୍ୟାଚ ମଧ୍ୟରେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀକୁ ହରାଇ ଜିତାପଟ ମାରି ନେଇଛି ଟିମ ଇଣ୍ଡିଆ । ଆଉ ଏହାପରେ ଚାରିଆଡେ ଚାଲିଛି ସେଲିବ୍ରେସନର ମାହୋଲ । ଜାତୀୟ ପତାକା ଧରି ପ୍ରଶଂସକ ମାନେ ଏକାଠି ହୋଇଥିବାର ନଜର ଆସିଥିଲେ । ଆତସବାଜିରେ ଟିମ ଇଣ୍ଡିଆର…