ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ, ପାକିସ୍ତାନ ଆଗରେ ୨୬୭ ରନ୍ ଟାର୍ଗେଟ ରଖିଥିଲା ଭାରତ

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ । ପାକିସ୍ତାନ ଆଗରେ ୨୬୭ ରନ୍ ଟାର୍ଗେଟ ରଖିଥିଲା ଭାରତ । ବର୍ଷା ପାଇଁ ଆରମ୍ଭ ହୋଇପାରିଲାନି ଦ୍ବିତୀୟ ଇନିଂସ ।

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ । ପାକିସ୍ତାନ ଆଗରେ ୨୬୭ ରନ୍ ଟାର୍ଗେଟ ରଖିଥିଲା ଭାରତ । ବର୍ଷା ପାଇଁ ଆରମ୍ଭ ହୋଇପାରିଲାନି ଦ୍ବିତୀୟ ଇନିଂସ । ମ୍ୟାଚ୍ ବାତିଲ ଯୋଗୁଁ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ମିଳିଛି । ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ପାଇଁ ଶେଷ ଗ୍ରୁପ୍ ମ୍ୟାଚରେ ନେପାଳ ବିପକ୍ଷରେ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.