Browsing Tag

India vs Afghanistan match

ଭାରତର ଦମଦାର ବିଜୟ, ଆଫଗାନିସ୍ତାନକୁ ୮ ୱିକେଟରେ କଲା ପରାସ୍ତ

ବୋଲିଂରେ ଘାଇଲା କଲେ ଯଶପ୍ରୀତ ବୁମରାହ । ବ୍ୟାଟିଂରେ ପ୍ରହାର କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ସହଜ ହେଲା ଆଫଗାନିସ୍ତାନ ବିପକ୍ଷରେ ଭାରତର ବିଜୟ । ବିଶ୍ବକପରେ ଜାରି ରହିଛି ଟିମ୍ ଇଣ୍ଡିଆର ବିଜୟ ଅଭିଯାନ । ଦିଲ୍ଲୀରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ…

କ୍ରିକେଟ୍‌ ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଭାରତ ଆଗରେ ଆଫଗାନ ସ୍ପିନ୍ ଚ୍ୟାଲେଞ୍ଜ। ଆଜି ବିଶ୍ବକପରେ ଭାରତ-ଆଫଗାନିସ୍ତାନ ଲଢ଼େଇ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି । ଇନଫର୍ମ ଓପନର ଶୁବମନ୍ ଗିଲ ଫିଟ୍ ନହେବା ଦଳ ପାଇଁ ବଡ଼ କ୍ଷତି । ସେ ଆଜି…

ଏସିଆନ୍ ଗେମ୍ସ: ଆଜି କ୍ରିକେଟରେ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ

ଏସିଆନ୍ ଗେମ୍ସରେ ଭାରତକୁ ହକିରେ ସ୍ବର୍ଣ୍ଣ ପରେ ଆଜି କ୍ରିକେଟରୁ ଆଉ ଏକ ସ୍ବର୍ଣ୍ଣ ପାଇଁ ହେବ ଲଢେଇ । ଏସିଆନ ଗେମ୍ସ କ୍ରିକେଟ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଶୁକ୍ରବାର ସେମିଫାଇନାଲରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଆଫଗାନିସ୍ତାନ…

ଟି୨୦ ବିଶ୍ୱକପ୍‌ : ପୁଣି ଟସ୍‌ ହାରିଲା ଭାରତ, ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ

ଦୁବାଇ : ପୁଣି ଟସ୍‌ ଭାରତ ବିପକ୍ଷରେ ଯାଇଛି । ଚଳିତ ଟି୨୦ ବିଶ୍ୱ କପ୍‌ରେ ଆଜି ତାର ତୃତୀୟ ମ୍ୟାଚ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆ ତୃତୀୟଥର ପାଇଁ ଟସ୍‌ ହାରିଛି । ଆଉ ଏହାକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡୁଛି । ବିପକ୍ଷ ଦଳ ଆଫଗାନିସ୍ତାନ ଟସ୍‌ ଜିତି ପିଚ୍‌ ଓ ପରିବେଶକୁ ଦେଖି ପ୍ରଥମେ ବୋଲିଂ…

ବିଶ୍ୱକପରେ ଆଜି ଭାରତ ସହ ଆଫଗାନିସ୍ତାନର ଲଢ଼େଇ, ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର

ସାଉଥମ୍ପଟନ୍‌: ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଦୁଇ ଏସୀୟ ରାଷ୍ଟ୍ର। ଭାରତ ସହ ଆଫଗାନିସ୍ତାନର ଲଢ଼େଇ। ସାଉଥମ୍ପଟନ୍‌ରେ ଭାରତୀୟ ସମୟ ଅପରାହ୍ନ ୩ଟାରେ ମ୍ୟାଚ୍‌ ଖେଳାଯିବ। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଦୁର୍ବଳ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇ ଦୁଇ ପଏଣ୍ଟ…