Below header
Browsing Tag

India vs Bangladesh match

ବିଶ୍ୱକପରେ ଭାରତର କ୍ରମାଗତ ୪ର୍ଥ ବିଜୟ, କୋହଲିଙ୍କ ୪୮ତମ ଶତକରେ ହାରିଲା ବାଂଲାଦେଶ

ବିଶ୍ବକପରେ ଭାରତର ବିଜୟ ଅଭିଯାନ ଜାରି । ଗତକାଲି ବାଂଲେଦେଶକୁ ହରାଇ ଭାରତର ଚତୁର୍ଥ ବିଜୟ । ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ । ଛକା ମାରି ମ୍ୟାଚ ଜିତାଇଥିଲେ ବିରାଟ କୋହଲି । ଏଥିସହ ନିଜର ୪୮ତମ ଶତକ ହାସଲ କରିଛନ୍ତି ବିରାଟ। ୨୫୬ ରନ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୩ ୱିକେଟ…

ବିଶ୍ୱକପରେ ଆଜି ଭାରତ-ବାଂଲାଦେଶ ମୁକାବିଲା

ବିରମିଂହାମ: ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍‌ ମୁକାବିଲା। ବିରମିଂହାମରେ ଭାରତୀୟ ସମୟ ୩ଟାରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ସେହିପରି ସେମି ଫାଇନାଲ୍‌ ରେସରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର…