Browsing Tag

Indian Airspace

ନାସାର IASP ପ୍ରୋଗ୍ରାମରେ ଭାଗ ନେଲେ ପ୍ରଥମ ଭାରତୀୟ ଜାହ୍ନବୀ ଡାଙ୍ଗତୀ, ଉଡ଼ାଇଲେ ଲଘୁ ରକେଟ୍‌

ନାସାର କେନେଡ଼ି ସ୍ପେସ ସେଣ୍ଟର ଇଣ୍ଟରନ୍ୟାସନାଲ ଏୟାର ଆଣ୍ଡ ସ୍ପେସ ପୋଗ୍ରାମକୁ ପୁରା କରି ଆନ୍ଧ୍ରପ୍ରଦେଶର ଜାହ୍ନବୀ ଡାଙ୍ଗତୀ ବିଶ୍ୱସ୍ତରରେ ଭାରତର ନାମକୁ ଆଗକୁ ନେଇଛନ୍ତି। ଜାହ୍ନବୀ ଏହି ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା ଭାରତରେ ପ୍ରଥମ। ପଶ୍ଚିମ ଗୋଦାବରୀର ପଲାକେଲ୍ଲୁର ୧୯ ବର୍ଷୀୟ…

ଭାରତୀୟ ବାୟୁସେନାରେ ସାମିଲ ହେଲା ‘ଚିନୁକ ହେଲିକ୍ୟାପ୍ଟର’, ଆମେରିକା ଯାହା ସାହାଯ୍ୟରେ ଲାଦେନକୁ କରିଥିଲା ଶେଷ

ଆମେରିକା ବୋଇଙ୍ଗ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିନୁକ ସିଏଚ-୪୭ଆଇ କୁ ଭାରତୀୟ ବାୟୁସେନାର ଚଣ୍ଡିଗଢ ଫୋର୍ସ ଷ୍ଟେସନରେ ୨୫ ମାର୍ଚ୍ଚରେ ସାମିଲ କରାଯାଇଛି। ଏହାକୁ ବୁଝିବା ପାଇଁ ବାୟୁସେନା ଏକ ଇଣ୍ଡକ୍ସନ ସେରେମନିର ଆୟୋଜନ କରିଛି। ଆପଣ ଜାଣି ଖୁସି ହେବେ, ଆମେରିକା ଏହି ବିମାନ…

ହିନ୍ଦୁସ୍ତାନ ଆକାଶରେ ପାକିସ୍ତାନ ହେଲିକପ୍ଟର, ଗୁଳିମାଡ଼ ପରେ ଫେରିଗଲା ପିଓକେ

ହିନ୍ଦୁସ୍ତାନ ଆକାଶରେ ପାକିସ୍ତାନ ହେଲିକପ୍ଟର। ଜାମ୍ମୁ ଓ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଆଜି ମଧ୍ୟାହ୍ନ ୧୨ ଟା ୧୦ ସମୟରେ, ପାକିସ୍ତାନ ପଟୁ ମାଡ଼ି ଆସିଥିଲା ଏହି ହେଲିକପ୍ଟର। ସୀମାରେ ମୁତୟନ ଥିବା ଏୟାର ସେଣ୍ଟ୍ରି ଗୁଳିମାଡ଼ କରିଥିଲେ। ସୂଚନା ମୁତାବକ ଏହାଏକ ବେସାମରିକ ହେଲିକପ୍ଟର ଥିଲା।…