ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’
କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଚେତା ବୁଡି ଯାଉଛି ସ୍ତ୍ରୀଙ୍କର । ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ମା’, ମାଉସୀଙ୍କ ଛାତି ଫାଟି ପଡୁଛି । ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ସମସ୍ତେ । ଯବାନ ସହିଦ ହେବା ଖବରକୁ ନେଇ ସାଙ୍ଗସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ସଭିଏଁ…