Browsing Tag

indian women cricket team

ଏସିଆ କପ ଟାଇଟଲ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌, ୮ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇଲା ଓମେନ୍‌ ଇନ୍‌ ବ୍ଲୁ

କେନ୍ୟୁଜ୍(ବ୍ୟୁରୋ): ଏସିଆ କପ୍‌ ଫାଇନାଲ୍‌ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଚାମ୍ପିଅନ୍‌ । ୮ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଟାଇଟଲ୍‌ ହାତେଇଛି ଟିମ୍‌ ଇଣ୍ଡିଆ । ସ୍ମୃତି ମନ୍ଦନାଙ୍କ ବସ୍ଫୋରକ ବ୍ୟାଟିଂ ଦଳକୁ ସହଜ ବିଜୟ ଦେଇଛି । ୨୫ ବଲ୍‌ ଖେଳି ଅପରାଜିତ ୫୧ ରନ୍‌ ସଂଗ୍ରହ କରିଥିଲେ ।…

ଇତିହାସ ରଚିଲେ ମିତାଲୀ, ୨୦ ହଜାର ରନ ପୂରଣ କରି ସାଜିଲେ ପ୍ରଥମ ମହିଳା କ୍ରିକେଟର

ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ପ୍ରଥମ ମ୍ଯାଚରେ ମିତାଲୀ ୧୦୭ ବଲରେ ୬୧ ରନ୍ କରିଛନ୍ତି। ଫଳରେ ମିତାଲୀ କ୍ରିକେଟର ସମସ୍ତ ଫର୍ମାଟରେ କ୍ଯାରିଅରରେ ୨୦ ହଜାର ରନ ପୂରଣ କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ମିତାଲୀ…

ବିଜୟ ହାସଲ ପରେ ମହିଳା ଟିମ୍‌ର ଖେଳାଳିମାନେ ମନାଇଲେ ଉତ୍ସବ, ‘ମାଷ୍ଟର’ ଗୀତରେ କଲେ ଧମାକାଦାର ଡ୍ୟାନ୍ସ

ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ୯ ଓ୍ଵିକେଟ୍‌ରେ ଜିତି ଯାଇଛନ୍ତି। ଏହି ବିଜୟ ହାସଲ ପରେ ଖେଳାଳିମାନେ ତାମିଲ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ମାଷ୍ଟର’ର ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ବେଦା କୃଷ୍ଣମୂର୍ତ୍ତି, ଆକାଂକ୍ଷା…

ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ, ପରିସ୍ଥିତି ଠିକ୍‍ ହେବା ପର୍ଯ୍ୟନ୍ତ କିଛି ଖେଳ ହେବନାହିଁ

ଭାରତୀୟ ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ସ୍ଥଗିତ ରହିଛି । କୋଭିଡ-୧୯ ସଂକ୍ରମଣ କାରଣରୁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସବୁ କ୍ରିକେଟ କାର୍ଯ୍ୟକଳାପକୁ ବାତିଲ କରିଥିବାରୁ ଏପରି ସ୍ଥିତି ଦେଖାଦେଇଛି । ଜୁନ୍‍ ୨୫ରୁ ଭାରତୀୟ ମହିଳାଙ୍କ ଗସ୍ତ ଆରମ୍ଭ ହେବା…