Browsing Tag

indusind

ବ୍ୟାଟେରୀ ଚାଳିତ ଦେଶର ପ୍ରଥମ କ୍ରେଡ଼ିଟ କାର୍ଡ଼, ଗୋଟିଏ ବଟନରେ ହେବ ସବୁ କାମ

ନୂଆଦିଲ୍ଲୀ : ଆଜିକାଲି ପ୍ରାୟ ସମସ୍ତ ବ୍ୟକ୍ତି କ୍ରେଡ଼ିଟ କାର୍ଡ଼ର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଆପଣ କେବେ ବ୍ୟାଟେରୀ ଚାଳିତ କ୍ରେଡ଼ିଟ କାର୍ଡ଼ ବିଷୟରେ ଶୁଣିଛନ୍ତି ? ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ କ୍ରେଡ଼ିଟ କାର୍ଡ଼ ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟାଟେରୀରେ…