Below header
Browsing Tag

international labour day

ବିକାଶର ବିନ୍ଧାଣୀ ହେଉଛନ୍ତି ଶ୍ରମିକ, ଆଜି ପାଳନ ହେଉଛି ଆନ୍ତର୍ଜାତୀୟ ଲେବର ଡେ

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ମେ’ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ କରିବା…

ମେ’ ୧ ରେ କାହିଁକି ପାଳିତ ହୁଏ ଅନ୍ତର୍ଜାତୀୟ ଶ୍ରମିକ ଦିବସ, ଜାଣନ୍ତୁ ଏହି ଦିନର ଇତିହାସ

ଆଜି ମେ’ ୧। ସାରା ବିଶ୍ୱରେ ଆଜିର ଦିନକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ…

ଶ୍ରମିକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମଇ ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରମିକ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରମିକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିବଦ୍ଧ ଅଛନ୍ତି। କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ବଜାୟ ସହ ସମସ୍ତ ସରକାରୀ ନିୟମ…

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ, ଜାଣନ୍ତୁ କଣ ଥିଲା ଏହି ଦିନର ଇତିହାସ

ବିଶ୍ଵବ୍ୟାପୀ ମେ ମାସ ୧ ତାରିଖକୁ "ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ" ଶ୍ରମିକ ଦିବସ ରୂପେ ପାଳନ କରାଯାଇଥାଏ । ପ୍ରାୟ ୧୩୨ ବର୍ଷ ତଳୁ ଏହି ଦିବସକୁ ପାଳନ କରାଯାଇ ଆସୁଛି । ଏହା ପଛରେ ବି ଏକ ବିଶେଷ କାରଣ ରହିଛି । ଆଜକୁ ଠିକ ୧୩୨ ବର୍ଷ ତଳେ ଶ୍ରମିକ ମାନଙ୍କ ଦୈନିକ ଶ୍ରମ ଘଣ୍ଟା ୮ ଘଣ୍ଟା ରହିବ…

ଆଜି ବିଶ୍ୱ ଶ୍ରମିକ ଦିବସ, ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜନ ହୋଇଛି କାର୍ଯ୍ୟକ୍ରମ

କେନ୍ୟୁଜ୍ : ଆଜି ମେ ଏକ ତାରିଖ। ବିଶ୍ୱ ଶ୍ରମିକ ଦିବସ। ବିଶ୍ୱର ମେହନତି ମଣିଷମାନେ ଏକାଠି ହୋଇ ତ୍ୟାଗ, ବଳିଦାନ ଓ ସଂଗ୍ରାମର ଦିବସ ଭାବେ ଏହାକୁ ପାଳିଥାନ୍ତି। ଅତୀତକୁ ମନେପକାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥାନ୍ତି। ଆମେରିକାର ଶ୍ରମିକ ଗୋଷ୍ଠୀ ୧୮୯୦ ମସିହା ଠାରୁ ମଇ ପହିଲାକୁ…