ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ, ୪ ଗିରଫ, ନଗଦ ୫.୧୭ ଲକ୍ଷ ଟଙ୍କା ଜବତ
ସୁନ୍ଦରଗଡ଼ : ସୋମବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ା ଆଇପିଏଲ ବେଟିଂ (ସଟ୍ଟା) ଆଡ୍ଡାରେ ବଡ଼ ଧରଣର ଚଢ଼ାଉ କରିଛି । ଆଡ୍ଡାରୁ ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ…