Below header
Browsing Tag

iron ore seized

କେନ୍ଦୁଝର: ବଡ଼ବିଲ ପୋଲିସକୁ ମିଳିଛି ବଡ ସଫଳତା, ଲୁହାପଥର ଚୋରା ଚାଲାଣ ବେଳେ ୪ଟି ଟ୍ରେଲର ଜବତ ସହ ୬ ଗିରଫ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସକୁ ମିଳିଛି ବଡ ସଫଳତା। ଲୁହାପଥର ଚୋରା ଚାଲାଣ ବେଳେ ୪ଟି ଟ୍ରେଲର, ଗୋଟିଏ ଲୋଡର ଓ ଏକ ବାଇକ ଜବତ ହୋଇଥିବା ସମୟରେ ୬ଜଣଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବଡ଼ବିଲ ରେଳ ସାଇଡିଂରେ ଖଣି ବିଭାଗ ଦ୍ଵାରା ଜବତ ହୋଇ ବିପୁଳ…

ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ, ୫ ଆଇରନ ବୋଝେଇ ଡମ୍ପର ଜବତ

କେନ୍ଦୁଝର: ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ। ଜବତ ହେଲା ୫ ଆଇରନ ବୋଝେଇ ଡମ୍ପର। ଗତକାଲି ରାତି ପ୍ରାୟ ୧ଟାରେ ବଡବିଲ ରେଞ୍ଜ ଅଂସେଇକଳା ନିକଟରୁ ଜବତ କରିଛି ବନବିଭାଗ। ଡମ୍ପର ସହ ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିଛି । ଡ୍ରାଇଭର ଓ ହେଲପର ଗାଡି ଛାଡି ଫେରାର…