Browsing Tag

jaga mission

ଜାଗା ମିଶନ: ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା, ଯାଗା ବିକି ପାରିବେ ନାହିଁ

ଜାଗା ମିଶନରେ ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା । ୩ ଦିନ ନୁହେଁ ୬ ମାସ ମଧ୍ୟରେ କିସ୍ତି ରେ ଟଙ୍କା ଭରି ଜାଗା ପାଇବେ ହିତାଧିକାରୀ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଏଥି ପାଇଁ ୬ ଟି ପ୍ରିମୀୟମ କରାଯାଇଛି। ୬ ମାସ ମଧ୍ୟରେ ପ୍ରିମୀୟମ…

ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ମିଳିବ ଘର, ୬ ମାସରେ ସଂପୂର୍ଣ୍ଣ ହେବ କାର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ମିଳିବ ଘର । ଏହାଦ୍ୱାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି…

ପୁଣି ପୁରସ୍କୃତ ହେଲା ଓଡ଼ିଶା, ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ମିଳିଲା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ପୁଣି ପୁରସ୍କୃତ ହେଲା ଓଡ଼ିଶା । ଏଥର ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ସହ ବସତି ଉପଯୋଗୀ ପରିବେଶ ସୃଷ୍ଟି ପାଇଁ ମିଳିଲା ପୁରସ୍କାର। ଜାଗା ମିଶନ ପାଇଁ ଓଡ଼ିଶାକୁ ମିଳିଛି ଓ୍ଵାର୍ଲଡ ହାବିଟାଟ୍‌ ଆଓ୍ଵାର୍ଡା ଲକ୍ଷାଧିକ ବସ୍ତି ବାସିନ୍ଦାଙ୍କ ଜୀବନରେ…