ପୂରଣ ହେଲା ମାନସିକ, କାଳିଆ ଦର୍ଶନ ପାଇଁ ପୁଅ ଝିଅଙ୍କୁ ଭାରରେ ବୋହି ନେଲେ ବାପା
ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ। ସେ ଭାବ ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି। ସେ ଅଣଚାଶ ପବନ ହେଉ କି ଡହ ଡହ ଖରା ଅବା ବନ୍ୟା, ବାତ୍ୟା। କିନ୍ତୁ ଭକ୍ତ-ଭଗବାନଙ୍କୁ କେହି ଅଲଗା କରିପାରିବେନି। ଏ ତ ଭଗବାନ ଆଉ ଭକ୍ତଙ୍କ ସମ୍ପର୍କ । ମହାପ୍ରଭୁଙ୍କର ଟିକିଏ ଝଲକ୍ ଦେଖିବା ପାଇଁ…