Below header
Browsing Tag

jagannath bramha

ପ୍ରତ୍ୟେକ ଜୀବ ବ୍ରହ୍ମକୁ ବୁଝିବା ଦରକାର, ସୃଷ୍ଟିର ରହସ୍ୟମୟ ଆତ୍ମାକୁ ଜାଣିବା ଦରକାର…

ପରିବର୍ତ୍ତନ ଏକ ପ୍ରକ୍ରିୟା । ଜଗତର ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ର ମଧ୍ୟ ପରିବର୍ତ୍ତନ ପ୍ରକ୍ରିୟାରେ ବନ୍ଧା । ୪୦୦ ବର୍ଷ ଧରି ପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତନ ପ୍ରକ୍ରିୟା ଜାରି ରହିଛି। ପରମ୍ପରା ଅନୁଯାୟୀ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ମାସ ପଡ଼େ ସେହି ବର୍ଷ ବିଧି…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ, ସତରେ କ’ଣ ଜଗା ଦେଖାଇଲା କି ମହିମା !

ପୁରୀ(କେନ୍ଯୁଜ୍): ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାର ସତ୍ଯାସତ୍ଯ…

ମହାପ୍ରଭୁଙ୍କ ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଘଟଣା, ୧୧ ଜଣଙ୍କୁ ନୋଟିସ୍‌ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(କେନ୍ଯୁଜ୍) : ପୁରୀରେ ମହାପ୍ରଭୁଙ୍କ ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍‌ । ୧୦ ସେବାୟତ ଓ ଜଣେ ମହାରଣାଙ୍କୁ ନୋଟିସ୍‌ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟ ଆଧାରରେ ନୋଟିସ ଜାରି ହୋଇଛି । ୩…