Browsing Tag

jagannath mandir

କରୋନା ଯୋଗୁ ବନ୍ଦ ହୋଇପଡ଼ିଛି ଶ୍ରୀମନ୍ଦିର, ସଙ୍କଟରେ ସେବାୟତ ପରିବାର

କରୋନା ଯୋଗୁ ଏବେ ସାରା ଦେଶ ଆତଙ୍କିତ। ସଂକ୍ରମଣ ଭୟରେ ଏବେ ଲକଡାଉନ ଅବଧିକୁ ମଧ୍ୟ କେନ୍ଦ୍ର ସରକାର ମେ ୩ ଯାଏଁ ବଢ଼ାଇ ଦେଇଛନ୍ତି। ଜନଗହଳି ସ୍ଥାନରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଦେଶର ସମସ୍ତ ବଡ଼ ବଡ଼ ମନ୍ଦିରକୁ ବନ୍ଦ କରିଦିଆଯାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ମନ୍ଦିର ଉପରେ…

ସୂର୍ଯ୍ୟପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ, ଆଜି ରାତି ୮ଟା ୨୦ରୁ ପାକତ୍ୟାଗ ଓ…

ପୁରୀ : ସୂର୍ଯ୍ୟପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଲାଗୁ ହେବ । ଆଜି ରାତି ୮ଟା ୨୦ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯିବ । ଡିସେମ୍ବର ୨୬ ତାରିଖ ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ସ୍ପର୍ଶ କରିବ । ୧୧ଟା ୩୦ରେ ହେବ ସର୍ବମୋକ୍ଷ । ଏଥିପାଇଁ ଆଜି…

ଜଳିଗଲେ କାଳିଆ, ଏବେ ଲୋକଙ୍କ ଘରେ ପଡ଼ିଲା ଭାଳେଣି

ଭଦ୍ରକ (କେନ୍ୟୁଜ୍) : ମହାପ୍ରଭୁଙ୍କ ବିଗ୍ରହରେ ହଠାତ୍ ଲାଗିଛି ନିଆଁ । ତାହାପୁଣି ଦିନ ସମୟରେ ତିନିଠାକୁରଙ୍କ ଦେହରେ ନିଆଁ ଲାଗିବା ସହ ଜଳିଯାଇଛନ୍ତି ଜଗତର ନାଥ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ସରପଦା ଗ୍ରାମରେ। ଗତ ରବିବାରରେ ସରପଦା ଗ୍ରାମର ଏକ…

ସେବାୟତଙ୍କ ନିଯୁକ୍ତି ବଂଶାନୁକ୍ରମିକ ନୁହେଁ, ଯୋଗ୍ୟତା ଭିତ୍ତିରେ ହେଉ : ପୁରୀ ଜିଲ୍ଲା ଜଜ୍‌ଙ୍କ ପ୍ରସ୍ତାବ

ପୁରୀ : ଜୁନ୍‌ ୫ ରାୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା, ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ ୱେବ ସାଇଟ୍‌ରେ ଅପଲୋଡ୍‌ ହେଉ। ଏବେ ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଆସିଛି ରିପୋର୍ଟ । ୪୦୫ ପୃଷ୍ଠାର ରିପୋର୍ଟ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍‌। ରିପୋର୍ଟରେ ସେବାୟତଙ୍କୁ ନିଯୁକ୍ତି…

ସୁପ୍ରିମ୍ ସ୍କାନରରେ ଶ୍ରୀମନ୍ଦିର : ଆମିକସ୍ କ୍ୟୁରି ସବୁପକ୍ଷ ସହ ଆଲୋଚନା କରି ଦେବେ ରିପୋର୍ଟ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଦାନ ସଂଗ୍ରହ ଓ ପରିଚାଳନା ସମ୍ପର୍କିତ ମାମଲାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ସବୁ ପକ୍ଷଙ୍କ ସହ କଥା ହେବେ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ…