Below header
Browsing Tag

jagannatha

ପରଟାରେ ଜଗା କାଳିଆର ମୁହଁ, ଖାଇବା ବଦଳରେ ପୂଜା କରୁଛନ୍ତି ଲୋକେ

ମାହାଙ୍ଗା (କେନ୍ୟୁଜ୍‌) : ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା ଯାଆନ୍ତି । ତେଣୁ ପରଟାରେ ଦିଶୁଛି ଜଗା କାଳିଆଙ୍କ ମୁହଁ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ବେନୁପୁରା ଗାଁର ବାଗ ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l ହେମନ୍ତ ବାଗଙ୍କ…

ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ, ଆଜି ଠାରୁ ନବମୀ ପର୍ଯ୍ୟନ୍ତ ଲାଗିହେବେ ଓଷ

କେନ୍ୟୁଜ୍(ବ୍ୟୁରୋ): ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ଅଣସର ତାଟି ଭିତରେ ଗୁପ୍ତ ଉପଚାର ଜାରି ରହିଛି। ଗତକାଲି ଫୁଲୁରୀ ତେଲ ପରେ ଆଜି ଷଷ୍ଠୀ ଦିବସରେ ମହାପ୍ରଭୂଙ୍କୁ ଓଷ ଲାଗିହେବ। ଆଜି…

ରାଜାନ୍ଦ୍ରିଭିଷେକରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ଶୃଙ୍ଖଳିତ ପରିଚାଳନା ପାଇଁ…

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ। ଆସନ୍ତା ୩୦ ତାରିଖରୁ ମହାପ୍ରଭୁଙ୍କ ରାଜାନ୍ଦ୍ରିଭିଷେକ ପଡୁଥିବା ବେଳେ ସେହି ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡାନ୍ତ କରିଛି ଛତିଶା ନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ…

ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ

ଲୀଳାମୟ ଠାକୁର ସେ । କେତେବେଳେ କିଭଳି ଲୀଳା କରନ୍ତି ତାକୁ ମୁନଷ୍ୟ ବୁଝିବା ମୁସ୍କିଲ । ଆଜି କରୋନା କବଳରେ ଥିବା ସାରା ବିଶ୍ୱ ପାଇଁ ପୁଣି ବାର୍ତ୍ତା ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପରମ୍ପରା ବଦଳିଛି । ବଦଳିଛି ଇତିହାସ । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତର ବେଢାରେ…