Browsing Tag

jajapur case

ଦ୍ଵିତୀୟ ବିବାହ ପାଇଁ ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ ଗିରଫ

ଯାଜପୁର : ଦ୍ଵିତୀୟ ବିବାହ ପାଇଁ ଜନ୍ମ କଲା ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ଜଣ ଗିରଫ ।  ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ। ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ…

ଦ୍ଵିତୀୟ ବିବାହ ପାଇଁ ନିଜ ଜନ୍ମକଲା ପୁଅକୁ ମାରିବାକୁ ବି ପଛାଇଲାନି ବାପା

ଯାଜପୁର: ପ୍ରଥମେ ଅପହରଣ ଓ ପରେ ହତ୍ୟା । ଖାଦାନ ଭିତରୁ ନିଖୋଜ ୫ବର୍ଷ ନାବାଳକର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବୁଧବାର ଦିନ ସନ୍ଧ୍ୟାରେ ଗାଁର ବାଉରୀବନ୍ଧୁ ରାଉତଙ୍କ ୫ ବର୍ଷର ନାବାଳକ ପୁଅ ଟ୍ୟୁସନରୁ…

ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର ଟାଉନ୍‌ (କେନ୍ୟୁଜ) : ଯାଜପୁର ଜିଲ୍ଲା ଅତିରିକ୍ତ ଜିଲା ଦୌରାଜଜଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ନାବାଳକକୁ ବଳି ଦେଇ ହତ୍ୟା କରିଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଲେ ମାନ୍ୟବର ଅଦାଲତ। ଗତ ୨୦୧୫ ମସିହା ଫେବ୍ରୁଆରୀ ୨୬…

ଗୁଳି ଫୁଟାଇ ଆତଙ୍କ ଖେଳାଉଥିଲେ, ଗିରଫ କଲା କୁଆଖିଆ ପୋଲିସ

ଯାଜପୁର(କେ ନ୍ୟୁଜ): ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରୁଥିବା ୬ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୁଆଖିଆ ପୋଲିସ । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଂଚାୟତ ଆଦମପୁର ଛକ ନିକଟରେ ୬ଜଣ ଯୁବକ ଗୁଳି ଫୁଟାଇ ସାଧାରଣରେ ଆତଙ୍କ ସୃଷ୍ଟି କରୁଥିଲେ । ଯୁବକମାନେ ରାସ୍ତା କଡରେ…