Browsing Tag

jajpur coronavirus

ଯାଜପୁରର ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ଭିତିଭୂମି ଯାଞ୍ଚ କଲେ ଜିଲ୍ଲାପାଳ, ପଚାରି ବୁଝିଲେ ବିଭିନ୍ନ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବାରେ ଲାଗିଛନ୍ତି ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ସେହି କ୍ୟାମ୍ପ…

ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରରେ ବଢିଚାଲିଛି କଣ୍ଟେନମେଣ୍ଟ ଜୋନ୍

ଯାଜପୁର/ଯାଜପୁର ଟାଉନ: ଯାଜପୁରରେ ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ। ଜିଲ୍ଲାର ରସୁଲପୁର ବ୍ଲକରୁ ନୂଆ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ। ଆଜି ରସୁଲପୁର ବ୍ଲକର ରସୁଲପୁର, ରାହାମ୍ବା, ଭୋଟକା, ଶ୍ରୀବନ୍ତପୁର, ଜାବରା, ନଠୁଆବର ପଞ୍ଚାୟତର ୧୩ଟି ଗାଁକୁ…

ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ: ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇଲେ ଜିଲ୍ଲାବାସୀଙ୍କୁ,…

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ। ଅଭିନୟ ମାଧ୍ୟମରେ ସଚେତନତା ବାର୍ତା ପହଞ୍ଚାଇନ୍ତି ଜିଲ୍ଲାବାସୀଙ୍କୁ । ଏହି ଭିଡ଼ିଓଟିରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଅଭିନୟ କରିଛନ୍ତି । ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର, ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ କଟକଣା ଜାରି

ଯାଜପୁର : ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର। ଯାଜପୁର ଜିଲ୍ଲାର ୫ ବ୍ଳକ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ ବ୍ଲକ୍‌ ସମେତ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟଜୋନ୍‌ ଘୋଷଣା କରାଯାଇଛି । ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬ ଯାଏ…

ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପ୍ରଶାସନ: ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟବସାୟୀଙ୍କର ସିଲ୍ ହେଲା ଦୋକାନ

ଯାଜପୁର(କେନ୍ୟୁଜ): ଆକ୍ସନ ମୋଡ଼ରେ ଯାଜପୁର ଜିଲା ପ୍ରଶାସନ । ସାରା ଦେଶରେ ମହାମାରୀ କରୋନାକୁ ନେଇ ସରକାର ଚିନ୍ତିତ ଥିବାବେଳେ ଲୋକମାନଙ୍କୁ ଘରୁ ନବାହାରିବା ସହ ସାମାଜିକ ଦୂରତାକୁ ଅବଲମ୍ବନ କରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି । ତଥାପି କିଛି ମୁଷ୍ଟିମେୟ ଵ୍ୟକ୍ତି ସରକାରଙ୍କ ନିୟମକୁ…