ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ: ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇଲେ ଜିଲ୍ଲାବାସୀଙ୍କୁ, ଦେଖନ୍ତୁ ଭିଡିଓ

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ। ଅଭିନୟ ମାଧ୍ୟମରେ ସଚେତନତା ବାର୍ତା ପହଞ୍ଚାଇନ୍ତି ଜିଲ୍ଲାବାସୀଙ୍କୁ । ଏହି ଭିଡ଼ିଓଟିରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଅଭିନୟ କରିଛନ୍ତି । ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ସନ୍ତୋଷ ମିଶ୍ର , ଟାଉନ୍ ଥାନା ଅଧିକାରୀ ଆଶିଷ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରଭୁଖ ଅଭିନୟ କରିଛନ୍ତି ।

ଦେଖନ୍ତୁ ଭିଡିଓ:

https://www.facebook.com/knewsodisha/videos/192522021733266/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.