Browsing Tag

jajpur hailstrom

କୁଆପଥରରେ ଘୋଡେଇ ହେଲା ରାସ୍ତା, ଯାଜପୁରର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡର ପ୍ରଭାବ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ। ଆଜି ଅପରାହ୍ନ ରେ ବିଂଝାରପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ସାଙ୍ଗକୁ ବର୍ଷା ଦେଖିବାକୁ ମିଳିଛି। କୁଆ ପଥରର ମାତ୍ରା ଏତେ ହୋଇଛି ଯେ ରାସ୍ତା ଘାଟରେ କୂଆପଥର ସମ୍ପୂର୍ଣ୍ଣ ଘୋଡେଇ ହୋଇଛି। କୁଆ ପଥରର ପ୍ରଭାବ…