Nimrat Kaur in Vrindavan : କୃଷ୍ଣ ଜନ୍ମାଷ୍ଟମୀରେ ବୃନ୍ଦାବନରେ ନିମରତ କୌର, ଶୁଭେଚ୍ଛା ଜଣାଲେ ଅନେକ ସେଲିବ୍ରିଟି
ଜନ୍ମାଷ୍ଟମୀ ଶୁଭ ଅବସରରେ ଅଭିନେତ୍ରୀ ନିମରତ କୌର ବୃନ୍ଦାବନର ବାଙ୍କେ ବିହାରୀଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ନିମରତ ନିଜର ଆଧ୍ୟାତ୍ମିକ ଯାତ୍ରାର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ନିମରତ ବ୍ରିଜ ଧାମରେ କିଛି ଶାନ୍ତି ମୁହୂର୍ତ୍ତ ବିତାଇବାର ମୁହୂର୍ତ୍ତ ପୋଷ୍ଟ କରି ସେୟାର…